କାଶୀନଗର ରେ ରାଜ୍ୟ ବିଜେପି ସଭାପତି

0
56
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୯) : ରାଜ୍ୟ ବିଜେପି ସଭାପତି ଆଜି କାଶୀନଗର ଗସ୍ତ କରିଥିବା ଜଣା ପଡିଛି ।

ପ୍ରକାଶ ଥାଉ କି କାଶୀନଗର ଅଞ୍ଚଳ ର ଜଣେ ଟାଣୁଆ ନେତା ତଥା ଜିଲ୍ଲା ବିଜେପ ଉପ ସଭାପତି କରିକାନା ମୁକୁନ୍ଦ ରାଓ ଙ୍କ ଅକାଳ ବିୟୋଗ ଖବର ପାଇ ଆଜି ଗୁଣୁପୁର ରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିବା ବେଳେ ଶ୍ରୀ ମୋନ ମୋହନ ସାମଲ ମୁକୁନ୍ଦ ଙ୍କ ଘରକୁ ଯାଇଛି ତାଙ୍କ ପରିବାର କୁ ସମ ବେଦନା ଜଣାଇବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶ୍ରୀ ସାମଲ ଙ୍କ ସହ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ ନାରାୟଣ ରାଓ, ଶୀତ୍ରୀ ସୀମାଦ୍ରୀ, ଟାଉନ ବିଜେପି ସଭାପତି ଭି. ଚଲାପତି ରାଓ ଯୋଗ ଦେଇଥିଲେ ।