ସାମାଜିକ ସଦ୍ଭାବନା ସଭା ଅନୁଷ୍ଠିତ

0
45
ସାମାଜିକ ସଦ୍ଭାବନା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୧୦) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମାରେ ଥିବା ମାଉସୀ ମାଁ ମନ୍ଦିରରେ ବିଭିନ୍ନ ଜାତିର ମୁଖିଆ ମାନଙ୍କୁ ନେଇ ସାମାଜିକ ସଦ୍ଭାବନା ସଭା ଅନୁଷ୍ଠିତ ହୋଇଥିଲା ।WhatsApp Image 2023-10-08 at 18.00.26

ଏଥିରେ ବ୍ଳକର ପ୍ରତ୍ୟେକ ପଞ୍ଚାୟତ ରୁ ୧୦୦ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ଜାତିର ମୁଖିଆ ମାନେ ଅଂଶଗ୍ରହଣ କରିଥିଲେ । ଏହି ସଦ୍ଭାବନା ର ଉଦେଶ୍ୟ ହେଲା ଆମେ ସମସ୍ତେ ହିନ୍ଦୁ ଭେଦଭାବ ରହିବ ନାହିଁ । ସମସ୍ତେ ଭାରତ ମାତାର ସନ୍ତାନ ଭାରତ ବର୍ଷରେ ଜନ୍ମ ଆମର ଭାରତରେ ଦେଶରେ କର୍ମ, ଧର୍ମ ପାପ ପିଣ୍ୟ ଭୂମି । ସମସ୍ତ ଜାତିର ମୁଖିଆ ମାନେ ନିଜ ନିଜ ର ଜାତି, ନୀତି, ସମାଜ, ପରମ୍ପରା ଓ ଗୌରବମୟ କୁ ଉପସ୍ଥାପନ କରିଥିଲେ । ସମାଜରେ ଥିବା ବିକୃତି କୁ ଦୂର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ପଠନ କରିଥିଲେ ସାମାଜିକ କର୍ମୀ ପ୍ରଭାତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜିଲ୍ଲା ସଦ୍ଭାବନା ସଂଯୋକ ଚିତ ରଞ୍ଜନ ପ୍ରଧାନ ସମାରୋପ ବୌଦ୍ଧିକ ପ୍ରଦାନ କରିଥିଲେ । କ୍ରାନ୍ତି କାରୀ ବାବା ସ୍ଵରୂପ ନନ୍ଦ ଗିରି, ଆଦିବାସୀ ସମାଜର ପରମ୍ପରାକୁ ଉନ୍ନତି କରିବା ପାଇଁ କହିଛନ୍ତି ଆଦିବାସୀ ସମାଜ ଉପ ସଭାପତି ଶଙ୍କର ହୁଇକା, ବ୍ଳକ ସଂଯୋକ ଶ୍ରୀନିବାସ ଚୌଧରି ନିଜର ମତାମତ ପ୍ରଦାନ କରିଥିଲେ । ରାୟଗଡା ନଗର ସଂଯୋକ ସାମାଜିକ କର୍ମୀ ଜୟଦେବ ଏବଂ ବନବାସୀ କଲ୍ୟାଣ ଆଶ୍ରମ ଉତ୍ସବ ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷ ରେ କଲ୍ୟାଣ ମନ୍ତ୍ର ସାମୁହିକ ଉଚ୍ଚାରଣ କରି କାର୍ଯ୍ୟ କ୍ରମେ କୁ ଶେଷ କରିଥିଲେ ।