ବିଦ୍ୟୁତ ଫାଶରେ ପଡ଼ି ହାତୀ ମୃତ୍ୟୁ, ଅଭିଯୁକ୍ତକଙ୍କୁ ଗିରଫ କଲା ବନ ବିଭାଗ

0
45
ବିଦ୍ୟୁତ ଫାଶରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୨/୧୧) : କଟକ ଆଠଗଡ ବନାଞ୍ଚଳ କୁଣ୍ଡମୁଣ୍ଡିଆ ଜଙ୍ଗଲରେ ବିଦ୍ୟୁତ ଫାଶରେ ପଡ଼ି ହାତୀ ମୃତ୍ୟୁ ଘଟଣା । ଅଭିଯୁକ୍ତଙ୍କୁ ଗିରଫ କଲା ବନ ବିଭାଗ

ଗିରଫ ବ୍ୟକ୍ତି ଜଣକ ବାଙ୍କୀ ଥାନା କନ୍ତପହଁରା ଗାଁ’ର ବିମ୍ବାଧର ସାହୁ । ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଥିବା ବେଳେ ଆଜି ଖୁଣ୍ଟୁଣୀ ଥାନା ମାଧବପୁର ଗାଁ’ରୁ ତାକୁ ଗିରଫ କରାଯାଇଛି । ବାରହା ଶିକାର ପାଇଁ ଫାଶ ବସାଇଥିଲା ବିମ୍ବାଧର । କିନ୍ତୁ ଏଥିରେ ପଡ଼ି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ବିଶ୍ବରଞ୍ଜନର ଜାମିନ ନାମଞ୍ଜୁର ହେବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।