୨୫ ତମ ଗିରି ଗୋବର୍ଦ୍ଧନ କଳସ ଯାତ୍ରା

0
66
୨୫ ତମ ଗିରି

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୩/୧୧) : ମୁରିବାହାଲ ବ୍ଲକ ସଦର ମହକୁମା ୨୫ ତମ ଗିରି ଗୋବର୍ଦ୍ଧନ ପୂଜୋନାତ୍ସବ କଳସ ଯାତ୍ରା ଶତାଧିକ ମହିଳା ଯୋଗଦାନ ଦେଇ ସ୍ଥାନୀୟ ଖଯୁରିବନ୍ଧ ରୁ ପାଣି ଆଣି ଅଷ୍ଟପ୍ରହରୀ ନାମାଯଜ୍ଞ ର କଳସ ଯାତ୍ରା ଆରମ୍ଭ ହୋଇଯାଇଛି ।Whatsapp Image 2023 11 14 At 09.17.10

ପ୍ରହରୀ ର କର୍ତ୍ତା ଭାବରେ ଶ୍ରୀ ତରୁଣ ପୋଢ଼ ଏବଂ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ତପସ୍ଵିନୀ ପୋଢ଼ ଥିବାବେଳେ ପୂଜକ ଭାବରେ କାଶୀନାଥ ଦାସ ପୂଜାର୍ଚନା କରୁଛନ୍ତି । ପୂଜା କମିଟି ର ସଭାପତି ଭାବରେ ଶ୍ରୀ ସାମନ୍ତ ବାଗ ,ଉପସଭାପତି ଦୈତାରି ହାତୀ, ଦେବର୍ଚ୍ଚନ ଥପା,ସମ୍ପାଦକ ଦିନେଶ କୁମାର ହଂସ, ଯୁଗ୍ମ ସମ୍ପାଦକ ସୁଧାଂଶୁ ପୋଢ଼ ଯାଦବ, କୋଷାଧ୍ୟକ୍ଷ ସୁଦର୍ଶନ ଖର୍ସେଲ, ଯୁଗ୍ମ କୋଷାଧ୍ୟକ୍ଷ ଦିଲିପ ବାଗ, ପୂଜାରେ କର୍ତ୍ତା ଭାବରେ ଦିଲିପ ବାଗ ଓ ତାଙ୍କର ଧର୍ମପତ୍ନୀ ସଙ୍ଗୀତ ବାଗ ବସିଛନ୍ତି । କମିଟିର ଉପଦେଷ୍ଟା ଭାବରେ ଶ୍ରୀପତି ଷାଣ୍ଢ, ମଧୁସୂଦନ ନାଗ ଯାଦବ, ମଧୁସୂଦନ ମହାକୁର, ଦନାର୍ଦନ ବଗର୍ତ୍ତି, ମହେନ୍ଦ୍ର ବାଗ, ଅନାର୍ୟ ହଂସ, ମନୁ ହଂସ ଥିଲେ । ସଦସ୍ୟ ଭାବେ କରନ୍ ଜାଲ, ପରମା ଗହିର, ବଜରଙ୍ଗ ଷାଣ୍ଢ, ଉଦିତ କଟା, ପଦ୍ମଲୋଚନ ବନଛୋର, ଚମ୍ପେଶ୍ୱର୍ ହଂସ, ତ୍ରିଭୁବନ ହେର୍ଣା, ଗିରିଧାରୀ ଛତ୍ରିଆ, ପ୍ରମୁଖ ସହଯୋଗ କରୁଛନ୍ତି ।