ମୁରିବାହାଲ ବ୍ଲକ ସ୍ତରୀୟ କଳାକାର ସମ୍ମିଳନୀ

4
68
ମୁରିବାହାଲ ବ୍ଲକ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୭/୧୧) : ମୁରିବାହାଲ ବ୍ଲକ ସ୍ତରୀୟ କଳାକାର ସମ୍ମିଳନୀ ସଦର ପଞ୍ଚାୟତ ଘଣ୍ଟବାହାଲ ଖେଳ ପଡିଆଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ।

କଣ୍ଟାବାଞ୍ଜି ବରିଷ୍ଠ ବିଜେଡି ନେତା ଅଜୟ ଦାସ, ରାଜ୍ୟ ସରକାରଙ୍କ କଳାକାର ମାନଙ୍କ ପ୍ରତି ଅବଦାନ ବିଷୟରେ ଉପସ୍ଥିତ କଳାକାର ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ମୁରିବାହାଲ ବ୍ଲକ ବିଜେଡି ସଭାପତି ମିନିକେତନ ପାତ୍ର, ଯୁବ ସଭାପତି ଚିତ ବାଗ,ପରମା ଘିଭେଲା, ସୁଶାନ୍ତ ପଧାନ, ମଣ୍ଟୁ ଗଡୁଆ, ଶ୍ୟାମ ବଗର୍ତ୍ତୀ, ପ୍ରହଲ୍ଲାଦ ବଛା, ହଳଧର ମହାକୁର, ବୈଷ୍ଣବ ଯାନୀ, କଳାକାର ବୃନ୍ଦ ଉପସଭାପତି କୈଳାସ ଦଣ୍ଡସେନା, ଅଭି ମାଝୀ, ସୁଦାମ ଭୋଇ, ଭାଗିରଥି ସାହୁ, ରଘୁ ଦାସ, କବି ମହାନନ୍ଦ, ସୁବାସ ତାଣ୍ଡି, ଫକୀର ମୋହନ ପଧାନ, ରାମରତନ ମେହେର, ବ୍ରଜ ବାଗ ପ୍ରମୁଖ ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତର କଳାକାର ଯୋଗଦେଇଥିଲେ ।

4 COMMENTS

Comments are closed.