କାଶୀନଗର ବ୍ଲକରେ ପୁଣି ହାତୀ ଆତଙ୍କ

0
43
କାଶୀନଗର ବ୍ଲକରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୧୧) : କାଶୀନଗର ବ୍ଲକରେ ପୁଣି ବଣୁଆ ହାତୀଙ୍କ ଆବିର୍ଭାବ ଲୋକଙ୍କ ମନ ରେ ଭୟ ର ବାତାବରଣ ସୃଷ୍ଟି କରିଛି l

କାଶୀନଗର ବ୍ଲକ ରେ ପୁଣି ହାତୀ ଆତଙ୍କ l ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଚାରିଟି କିଆ ହାତୀ ପାଲ ଭାନ୍ନା ଗୁଡା ପର୍ବତ ପାଖରେ ଚଳ ପ୍ରଚଳ କରୁଥିବା ଲୋକେ ଦେଖି ନାନା ଭୟ ରେ କଳାତିପାତ କରୁଛନ୍ତି l ଚଳିତ ବର୍ଷ ମରୁଡି ସାଙ୍ଗ କୁ ହାତୀ ବଳକା ଧାନ ଫସଲ ନଷ୍ଟ କରିବେ ସେ ନେଇ ଚାଷୀକୁଳ ରହିଛନ୍ତି, ଏହା ଖବର ପାଇ ବନପାଳ ଏସ କେ ବେହେରା ଓ ବନରଖୀ, ଗଜସାଥି, ସମସ୍ତେ ପହଞ୍ଚି ଗତିବିଧି ଲକ୍ଷ କରୁଛନ୍ତି ଓ ଘଉଡ଼ାଇବା ବ୍ୟବସ୍ଥା କରୁଥିବା ଜଣାପଡିଛି l