ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

0
48
ମୁକ୍ତା ଯୋଜନାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୧୨) : ଗତକାଲି କାଶୀନଗର ଏନ ଏ ସି ର ମୁକ୍ତା ଯୋଜନା ରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି ।

ମୁକ୍ତା ଯୋଜନାରେ ନିର୍ମିତ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମାର୍କେଟ କମ୍ପ୍ଲେକ୍ସ, ଭେଣ୍ଡିଙ୍ଗ ଜୋନ ଓ ଅନ୍ୟାନ୍ୟ ପ୍ରକଳ୍ପକୁ ଅଧ୍ୟକ୍ଷା ଶ୍ରୀମତୀ ଏମ ସୁଧାରଣୀ, ଉଦଘାଟନ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟାକ୍ଷ ଶ୍ରୀ ରଘୁରାମ ସାହୁ, ମୁକ୍ତା ର ଅଧିକାରୀ ଓ କଉଁ ସିଲେର ମାନେ ଉପସ୍ଥିତ ଥିଲେ ବହୁତ ବିଳମ୍ବ ରେ ଉଦଘାଟନ ଯୋଗୁ ଆଶାୟୀ ଦୋକାନୀ ମାନେ କ୍ଷୋଭ ପ୍ରକାଶ କରିଥିଲେ, ବର୍ତ୍ତମସନ ଏହାର ବଣ୍ଟନ ବ୍ୟବସ୍ତା କିଭଳି ହେଉଛି ଦେଖିବାକୁ ବାକି ରହିଲା ।