ପୋଲିସ ଘରେ ଲୁଚିଥିଲା ଚୋର

0
48
ପୋଲିସ ଘରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୧୦/୦୧) : ବଲାଙ୍ଗିର କାଲସାଏପାଲିରେ ପୋଲିସ ଘରେ ଚୋର । ମୋବାଇଲ ଚୋରି କରିସାରିବା ପରେ ପୁଲିସ ଘରେ ଚୋର ଲୁଚିଥିବା ସନ୍ଦେହ କରିଛନ୍ତି ଗ୍ରାମବାସୀ

ଗାଁ ଲୋକେ ଦୁଇଚୋରଙ୍କୁ ପିଟିବା ପରେ ଦୁଇଜଣ ଚୋର ପୋଲିସ ଘରେ ପଶିଥିବା ଜଣାପଡିଛି । ସେପଟେ ନିୟମିତ ଚୋରି ହେଉଥିବାରୁ ଗାଁ’ରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଦୁଇ ଚୋରଙ୍କୁ ଉଦ୍ଧାର କରିଛି ।