ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ବିଷମ କଟକ ବ୍ଲକ୍ ଠାରେ ଅନୁଷ୍ଠିତ

0
37
ଭୀମ ଭୋଇ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧/୨) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅଫିସ୍ ପରିସର ମଧ୍ୟରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ କରାଯାଇ ଥିଲା ।

ଏହି ସଭାରେ ମୁଖ୍ୟ ଅଥିତି ଶ୍ରୀ ଯୁକ୍ତ ସୁଧୀର କୁମାର ଦାସ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଯଶୋଦା ହୁଇକା,ଉପ ଦକ୍ଷ ଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିବ ନାୟକ, dsso ଶ୍ରୀ ସିମଞ୍ଚାଲ ମହାପାତ୍ର, ଜିଲ୍ଲାପରିଷଦ ଶ୍ରୀମତୀ ସୁଜାତା kadraka, ଭିନ୍ନ କ୍ଷମ ମହସଂଘ୍ ଜିଲ୍ଲା ସମ୍ପାଦକ ଶ୍ରୀ ଜଳନ୍ଧର ବାଛେଲି, dr ମ ସୁରେଶ କୁମାର (👁️)spl, Dr ଶ୍ରୀମତି ମମତା ଶତପଥୀ ( paed,spl)dr ଶ୍ରୀ ସୁରେଶ ଚନ୍ଦ୍ର ଦେୟ (mad) SPL, Dr ଶ୍ରୀ L କୁମାର ସ୍ୱରୟା (ଓରଳ)spl, Dr ଶ୍ରୀ ମୁରତାଞ୍ଜୟ sand (ENT specialist) ଶ୍ରୀ ମତି ସୁପ୍ରଭା ପଣ୍ଡା(ଅଡାଲୋର୍ଟ) ଶ୍ରୀ ଜଗନ୍ନାଥ ନାୟକ (ଫରମି ଅଫିସର), bsso ଶ୍ରୀ ମୁନା ତାଦଙ୍ଗି, jr sspd ଶ୍ରୀ ସୁଧାକର ଗରଡିଆ, ରାମ ଚନ୍ଦ୍ର ପାତ୍ର (ବାଲାଜୀ)ଓ ବ୍ଲକ୍ ର ସମସ୍ତ ସଦସ୍ୟ ଓ awo କର୍ମୀ ଓ ସମସ୍ତ ପଞ୍ଚାୟତ ର ଭିନ୍ନ କ୍ଷମ ଭାଇ ଓ ଭଉଣୀ, ମା, ବାପା ମନେ ଉପସ୍ଥିତ ରହିଥିଲେ ।