ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିଦାୟ ସମ୍ବର୍ଦ୍ଧନା

0
77
ଜିଲ୍ଲା ଶିକ୍ଷା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୩) : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗତକାଲି ବିଦାୟ ଦିଆଯାଇଥିବା ଜଣାପଡିଛି l

ଗତ କାଲି ଜିଲସ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ, ଓ. ଇ. ଏସ. ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନରଞ୍ଜନ ଦଳେଇ ଙ୍କ ସଭାପତିତ୍ୱ ରେ ଅରମ୍ଭ ହୋଇଥିବା ଏହି ବିଦାୟ ସଭାରେ ଜିଲ୍ଲାର ବହୁ ଗୋଷ୍ଠି ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ମାନେ ଉପସ୍ଥିତ ଥିଲେ, ଶ୍ରୀ ନାୟକ ଅତିରିକ୍ତ ନିର୍ଦେଶକ ଓସେପାକୁ ନିଯୁକ୍ତି ପାଇଛନ୍ତି l କାଶୀନଗର ଗୋଷ୍ଟୀ ଶିକ୍ଷାଧିକାରୀ ଶ୍ରୀ. ଆଦି କନ୍ଦ ଗମାଙ୍ଗ ଅତିରିକ୍ତ ଶିକ୍ଷା ଅଧିକାରୀ କାଶୀନଗର ଶ୍ରୀ ସୋମେଶ୍ୱର ରାଓ, ନର୍ମଦା ଦାସ ଉପସ୍ଥିତ ଥିଲେ l