ବୁଦୁରା ଗ୍ରାମ ରେ ଭଳିବଲ ଟୁର୍ନାମେଣ୍ଟ ଉଦଘାଟିତ

0
112
ବୁଦୁରା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୩) : ଆଜି ବୁଦୁରା ପାଞ୍ଚାୟତ ର ବୁଦୁରା ଠାରେ ଭଲିବଲ ଟୁର୍ନାମେଣ୍ଟ ଉଦଘାଟନ ହୋଇଯାଇଛି ।

ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ ଓ ରାଜ୍ୟ ବିଜେଡି ଯୁବ ଉପ ସଭାପତି ଶ୍ରୀ ରୁପେଶ ପାଣିଗ୍ରାହୀ, ବ୍ଲକ ଅଧ୍ୟଖ୍ୟା ଶ୍ରୀମତୀ ଵାଲା ସାୟାମ୍ମା, ଜିଲ୍ଲାପରିଷଦ ସଭ୍ୟା ରକମ ରାଜା ଲଷ୍ମୀ, ବୁଦୁରା ସମିତି ସଭ୍ୟା ବି. ବାବୁରାଓ, କିଣିଗାଁ ସମିତି ସଭ୍ୟା ବି. ଶ୍ରୀଧର, ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ଜଣା ପଡିଛି । ଯୁବକ ମାନଙ୍କ ମଧ୍ୟ ରେ କ୍ରୀଡା ଓ ପ୍ରତିଯୋଗିତା ମୋନ ଭାବ ସୃଷ୍ଟି କରିବା ଲକ୍ଷ ରେ ଏହି ଟୁର୍ନାମେଣ୍ଟ କଷୁରାଯାଇଛି ବୋଲି ଆୟୋଜକ ମାନେ କହିଛନ୍ତି ।