ଜିଲ୍ଲା ବୋର୍ଡ ସ୍କୁଲ ରେ ଛାତ୍ର, ଛାତ୍ରୀ ମାନେ ଅସୁରକ୍ଷିତ

0
97
ଜିଲ୍ଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୫/୦୪) : ସହର ର ମଧ୍ୟ ଭାଗରେ ଥିବା ଜିଲ୍ଲା ବୋର୍ଡ ସ୍କୁଲ ଅନୁଷ୍ଠିତ ଜିଲ୍ଲା ବୋର୍ଡ ସ୍କୁଲ ରେ ଛାତ୍ର, ଛାତ୍ରୀ ମାନେ ଅସୁରକ୍ଷିତ ।

ପୁରୁଷୋତ୍ତମପୁର ସହର ର ମଧ୍ୟ ଭାଗରେ ଥିବା ଜିଲ୍ଲା ବୋର୍ଡ ସ୍କୁଲ ଅନୁଷ୍ଠିତ । ସ୍କୁଲ ଆଗରେ ମୁଖ୍ୟ ରାସ୍ତା ଥିବାରୁ ପିଲାମାନେ ସ୍କୁଲ କୁ ଆସିବା ସମୟ ରେ ଓ ଯିବା ସମୟରେ ବହୁ ଭୟ ରହୁଛି, ତେବେ ଗଲା ସମୟରେ କିଛି ଶିକ୍ଷକ, ଶିକ୍ଷୟତ୍ରୀ ସେମାନ ଙ୍କୁ ଜଗି ଛାଡୁଥିଲା ବେକେ ଆସିବା ବେଳେ ନାହିଁ । ତାର କାରଣ ହେଲାମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ କରୁଥିବା ସହିତ ଦ୍ରୁତ ଗତିରେ କିଛି ନାବାଳକ ଓ ସାବାଳକ ଗାଡ଼ି ଚଲାଉଛନ୍ତି ତେଣୁ ସବୁ ସମୟରେ ପିଲାମାନଙ୍କୁ ଦୁର୍ଘଟଣା ର ଭୟ । ତେବେ ବିଗତ କିଛି ବର୍ଷ ହେଲା ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାରୁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି, ବିଭିର୍ଣ୍ଣ କ୍ଷେତ୍ର ରେ ସ୍କୁଲ ରେ ବହୁ ଅନିମିୟତା ହେଉଥିବାର ସ୍କୁଲ କମିଟି ସଦସ୍ୟ, ମାନେ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ସହିତ ଗଣ ମାଧ୍ୟମ କୁ ଅବଗତ କରାଇ ଛନ୍ତି । କିନ୍ତୁ ତାର କୌଣସି ପ୍ରତିକାର କରିପାରୁ ନାହାନ୍ତି ଗୋଷ୍ଠି ଶିକ୍ଷା ଧିକାରୀ । ମୁଖ୍ୟ ସମସ୍ୟା ହେଲା ଏଠାରେ କାର୍ଯ୍ୟରତ ବହୁ ଶିକ୍ଷକ, ଶିକ୍ଷୟତ୍ରୀ ବ୍ରହ୍ମପୁର ଓ ଅନ୍ୟନ୍ୟ ସ୍ଥାନରୁ ଆସୁଛନ୍ତି ।

ଏହି ସହର ରେ ଜଣେ ଅଧେ ଛାଡିଦେଲେ କେହିବି ରହୁନାହାନ୍ତି । ଏବେ ସକାଳୁଆ ସ୍କୁଲ ହୋଇ ଯାଇଥିବାରୁ ଓ ସେହିଁ ସ୍ଥାନ ସମ୍ବେଦନ ସିଳ ରହୁଥିବାରୁ ପିଲାମାନେ ବହୁତ ଆଗରୁ ସ୍କୁଲ କୁ ଆସୁ ଥିଲା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବହୁତ ଡେରିରେ ଆସୁଛନ୍ତି । ସେହିଁ ସମୟ ପର୍ଯ୍ୟନ୍ତ ସ୍କୁଲ ଗେଟ ଖୋଲା ହୋଇ ନଥିବାରୁ ମୁଖ୍ୟ ରାସ୍ତା ର ଏକ ମିଟର ଦୂରରେ ପିଲାମାନେ ଅସୁରକ୍ଷିତ ଅବସ୍ଥାରେ କେବଳ ଭଗବାନ, ଭାଗବତୀଙ୍କ ଭରସାରେ ରହୁଛନ୍ତି । ଶିକ୍ଷକ ମାନେ ଆସି ଗେଟ ଖୋଲିଲା ପରେ ପିଲାମାନେ ସ୍କୁଲ ଭିତର କୁ ଯାଆନ୍ତି ।

ଏହା ଉପରେ ଆମେ ଗୋଷ୍ଠି ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଙ୍କ ସହିତ ଯୋଗା ଯୋଗ କରିବାକୁ ଚେଷ୍ଟା କଲେବି ସେ ଆମ ଫୋନ ର କୌଣସି ପ୍ରତିକ୍ରିୟା ଦେଲେନାହିଁ । ଏଣୁ ପିଲାମାନଙ୍କ ଜୀବନ କୁ ନେଇ ଶିକ୍ଷକ, ଶିକ୍ଷୟତ୍ରୀ ଓ ଗୋଷ୍ଠି ଶିକ୍ଷା ଅଧିକାରୀ ନ ଖେଳିବାକୁ ସ୍କୁଲ ସଦସ୍ୟ ମାନେ ସୂଚନା ଦେଇଛନ୍ତି । ଏହାଉପରେ ସେମାନେ ଯଦି ସଚେତନତା ନହୁଅନ୍ତି ତେବେ ଆଗାମୀ ଦିନରେ ପୁଣି ସ୍କୁଲ ଗେଟ ରେ ତାଲା ପକାଇ ଆନ୍ଦୋଳନ କରିବାକୁ କହିଛନ୍ତି ।

ସ୍କୁଲ ଆଗରେ ମୁଖ୍ୟ ରାସ୍ତା ଥିବାରୁ ପିଲାମାନେ ସ୍କୁଲ କୁ ଆସିବା ସମୟ ରେ ଓ ଯିବା ସମୟରେ ବହୁ ଭୟ ରହୁଛି, ତେବେ ଗଲା ସମୟରେ କିଛି ଶିକ୍ଷକ, ଶିକ୍ଷୟତ୍ରୀ ସେମାନ ଙ୍କୁ ଜଗି ଛାଡୁଥିଲା ବେକେ ଆସିବା ବେଳେ ନାହିଁ । ତାର କାରଣ ହେଲାମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ କରୁଥିବା ସହିତ ଦ୍ରୁତ ଗତିରେ କିଛି ନାବାଳକ ଓ ସାବାଳକ ଗାଡ଼ି ଚଲାଉଛନ୍ତି ତେଣୁ ସବୁ ସମୟରେ ପିଲାମାନଙ୍କୁ ଦୁର୍ଘଟଣା ର ଭୟ । ତେବେ ବିଗତ କିଛି ବର୍ଷ ହେଲା ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାରୁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି, ବିଭିର୍ଣ୍ଣ କ୍ଷେତ୍ର ରେ ସ୍କୁଲ ରେ ବହୁ ଅନିମିୟତା ହେଉଥିବାର ସ୍କୁଲ କମିଟି ସଦସ୍ୟ, ମାନେ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ସହିତ ଗଣ ମାଧ୍ୟମ କୁ ଅବଗତ କରାଇ ଛନ୍ତି । କିନ୍ତୁ ତାର କୌଣସି ପ୍ରତିକାର କରିପାରୁ ନାହାନ୍ତି ଗୋଷ୍ଠି ଶିକ୍ଷା ଧିକାରୀ । ମୁଖ୍ୟ ସମସ୍ୟା ହେଲା ଏଠାରେ କାର୍ଯ୍ୟରତ ବହୁ ଶିକ୍ଷକ, ଶିକ୍ଷୟତ୍ରୀ ବ୍ରହ୍ମପୁର ଓ ଅନ୍ୟନ୍ୟ ସ୍ଥାନରୁ ଆସୁଛନ୍ତି ।