ବସ୍ତ୍ରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାନ୍ଧୁପଲା ସେମିରେ

0
57
ବସ୍ତ୍ରେନ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୪/୪) : ମୁରିବାହାଲ ପଂଚାୟତି ହାଇସ୍କୁଲ ଖେଳପଡ଼ିଆ ଠାରେ ଆଦିବାସୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ମା ବସ୍ତ୍ରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଦିବସରେ ଘୁଷୁରାମୁଣ୍ଡା କୁ ହରାଇ ବାନ୍ଦୁପଲ ବିଜୟୀ ହୋଇ ସେମିଫାଇନାଳ ପ୍ରବେଶ କରିଛି ।

ଟୁର୍ନାମେଣ୍ଟ ର ଦିବସରେ ବନ୍ଧୁପାଳା (ଟିଟିଲାଗଡ଼) ଓ ଘୁଷୁରାମୁଣ୍ଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ନିର୍ଧାରିତ ବନ୍ଧୁପାଳା ସୁନ୍ଦର ଖେଳ ପ୍ରଦସନ କରି ଏକ ତରଫା ଭାବରେ ୩/୦ ଗୋଲ ରେ ବିଜୟୀ ହୋଇ ସେମି ଫାଇନାଲ ପ୍ରବେଶ କରଛି । ପଞ୍ଚମ ଦିବରେ ବିଶିଷ୍ଟ କ୍ରୀଡ଼ାବିତ ଜୟଦେବ ଷIଣ୍ଡ ମୁଖ୍ୟ ଅତିଥି, ରୂପେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରି ଥିଲେ, ସମ୍ମାନନିୟ ଅତିଥି ମକୁନ୍ଦ ବାଗତି, ପ୍ରମୁଖ ଉପସ୍ଥିତ ରହି ଉଭୟ ଖେଳାଳି ଙ୍କୁ ଉତ ସାହିତ କରି ଥିଲେ, ଉକ୍ତ ମ୍ୟାଚ ଙ୍କୁ ଶ୍ରୀବତ୍ସ ବେହେରା, ଗଣେଶ ଭୋଇ, ଯୁବରାଜ ଭୋଇ, ଓ ସାନ ଭୋଇ ପ୍ରମୁଖ ପରିଚାଳନା କରି ଥିଲେ ।

ଟୁର୍ନାମେଣ୍ଟ କମିଟି ସଭାପତି ଅଭିଳାଷ ବଘାର, ଉପ ସଭାପତି ଯୁବରାଜ ଭୋଇ, ସଂପଦକ ମନୋଜ ଭୋଇ, ସହ ସଂପାଦକ ଦୁର୍ବାଦଳ ଭୋଇ, କୋଷାଧକ୍ଷ ଖଗେଶ୍ୱର ଭୋଇ, , ଶମ୍ଭୁ ପ୍ରସାଦ ଭୋଇ, ସୁଦାମ ବଘାର, ପିଙ୍କୁ ଭୋଇ ନେତୃତ୍ୱ ରେ ଆଦିବାସୀ ଯୁବକ ସଂଘ ର ସଦସ୍ୟ ଅନିଲ ଭୋଇ, ଓଁକାର ଭୋଇ, ଚୂଡ଼ାମଣି ଭୋଇ, ଚତୁର ମାଝୀ, ଗୋବିନ୍ଦ ଭୋଇ, ରିଙ୍କୁ ଭୋଇ, କ୍ରିଷ୍ଣା ଭୋଇ, ସୁଧାଂଶୁ ଭୋଇ, ପ୍ରବୀଣ ଭୋଇ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ ଧାରା ବିବରଣୀ ସୁଧାମ ଚରଣ ବଘାର ପଠନ କରିଥିଲେ l ଆସନ୍ତା କାଲି ଜରାଶିଙ୍ଗା ସହ ବନ୍ଧୁପଳା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ସୂତରୁ ପ୍ରକାଶ ।

ପଞ୍ଚମ ଦିବରେ ବିଶିଷ୍ଟ କ୍ରୀଡ଼ାବିତ ଜୟଦେବ ଷ।ଣ୍ଡ ମୁଖ୍ୟ ଅତିଥି, ରୂପେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରି ଥିଲେ, ସମ୍ମାନନିୟ ଅତିଥି ମକୁନ୍ଦ ବାଗତି, ପ୍ରମୁଖ ଉପସ୍ଥିତ ରହି ଉଭୟ ଖେଳାଳି ଙ୍କୁ ଉତ ସାହିତ କରି ଥିଲେ, ଉକ୍ତ ମ୍ୟାଚ ଙ୍କୁ ଶ୍ରୀବତ୍ସ ବେହେରା, ଗଣେଶ ଭୋଇ, ଯୁବରାଜ ଭୋଇ, ଓ ସାନ ଭୋଇ ପ୍ରମୁଖ ପରିଚାଳନା କରି ଥିଲେ l

ଟୁର୍ନାମେଣ୍ଟ କମିଟି ସଭାପତି ଅଭିଳାଷ ବଘାର, ଉପ ସଭାପତି ଯୁବରାଜ ଭୋଇ, ସଂପଦକ ମନୋଜ ଭୋଇ, ସହ ସଂପାଦକ ଦୁର୍ବାଦଳ ଭୋଇ, କୋଷାଧକ୍ଷ ଖଗେଶ୍ୱର ଭୋଇ, , ଶମ୍ଭୁ ପ୍ରସାଦ ଭୋଇ, ସୁଦାମ ବଘାର, ପିଙ୍କୁ ଭୋଇ ନେତୃତ୍ୱ ରେ ଆଦିବାସୀ ଯୁବକ ସଂଘ ର ସଦସ୍ୟ ଅନିଲ ଭୋଇ, ଓଁକାର ଭୋଇ, ଚୂଡ଼ାମଣି ଭୋଇ, ଚତୁର ମାଝୀ, ଗୋବିନ୍ଦ ଭୋଇ, ରିଙ୍କୁ ଭୋଇ, କ୍ରିଷ୍ଣା ଭୋଇ, ସୁଧାଂଶୁ ଭୋଇ, ପ୍ରବୀଣ ଭୋଇ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଧାରା ବିବରଣୀ ସୁଧାମ ଚରଣ ବଘାର ପଠନ କରିଥିଲେ l ଆସନ୍ତା କାଲି ଜରାଶିଙ୍ଗା ସହ ବନ୍ଧୁପଳା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ସୂତରୁ ପ୍ରକାଶ ।