ଗୁମ୍ମା ବ୍ଲକ ତୁମୁଳ ରେ ଭଳିବଲ ଟୁର୍ନାମେଣ୍ଟ

0
33
ଗୁମ୍ମା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୪) : ଗତକାଲି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ପଞ୍ଚାୟତ ର ତୁମୁଳୁ ଗ୍ରାମରେ ଭଲିବଲ୍ ଟୁର୍ନାମେଣ୍ଟ ଆୟାଜିତ ହେଇଥିଲା ।

ଏହି ଭଲିବଲ୍ ଟୁର୍ନାମେଣ୍ଟ ରେ ଏହି ଟୁର୍ନାମେଣ୍ଟରେ ୧୬ ଗୋଟି ଟିମ ଖେଳିଥିଲେ ସେଥି ମଧ୍ୟରୁ ପାଣ୍ଡୁରାଙ୍ଗ ଦଳ ବିଜୟ ହୋଇଥିବାବେଳ ବୁରିସିଂ ଦଳ ରନର୍ସ ଭାବେ ବିବେଚିତ ହୋଇଥିଲେ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରାର୍ଥୀ ଓଡ଼ିଶା ରାଜ୍ୟ ବିଜେଡି ଯୁବ ଉପସଭାପତି ଇଂ. ରୁପେଶ ପାଣିଗ୍ରାହୀ ଯୋଗ ଦେଇ ବିଜେତା ଓ ରନର୍ସ କୁ ଟ୍ରୋଫି ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକ ଅଧ୍ୟକ୍ଷ ସନେମି ମଣ୍ଡଳ, ଗୁମ୍ମା ବ୍ଲକର ଉପ ଅଧ୍ୟକ୍ଷ ଶ୍ରୀନିବାସ ରାଓ, ଜେମ୍ସ ରାଇକା, SDC ସଦସ୍ୟ ମସୁଳନ ରଇତ ଓ ସରପଞ୍ଚ ସମିତି ମଧ୍ୟ ଯୋଗଦାନ ଦେଇଥିଲେ ।