ବୌଦ୍ଧ ଜିଲ୍ଲାରେ ହେବାକୁ ଯାଉଛି ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତର ଖାନା : ପ୍ରକଳ୍ପ ଅନୁମୋଦନ ଚୂଡାନ୍ତ

0
297

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୭/୦୭) : ବୌଦ୍ଧ ଜିଲ୍ଲାରେ ହେବାକୁ ଯାଉଛି ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତର ଖାନା | ମୋ ସରକାର ଓ ୫ T ଅଧୀନରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୩୦୦ ଶଯ୍ୟା ବିଶିଷ୍ଟ ହେବ |

ବୌଦ୍ଧ ଜିଲ୍ଲାରେ ହେବାକୁ ଯାଉଛି ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତର ଖାନା | ସେଥିପାଇଁ ସରକାର ୮୮ କୋଟି ୬୩ ଲକ୍ଷ୍ୟ ଟଙ୍କାର ପ୍ରକଳ୍ପ ପ୍ରଶାସନିକ ମିଶି ଅନୁମୋଦନ ମିଳିସାରିଛି | ତେଣୁ ଆଜି ଟୁଇଟରେ ପୂର୍ତ୍ତ ବିଭାଗ ଜଣାଇଛି | ତେଣୁ ବହୁଶୀଘ୍ର ସ୍ୱାସ୍ଥ୍ୟ ସମସ୍ୟା ଜିଲ୍ଲାରୁ ଦୁରେଇବ ବୋଲି ଆଶା କରାଯାଉଛି |