ବିଷମକଟକ ବ୍ଲକ ରେ ସମସ୍ତ ଗାଁ ସାଥି ବନ୍ଧୁ ମିଳନ କର୍ମଶାଳା ଅନୁଷ୍ଟିତ

0
322

ରିପୋର୍ଟ : ନରୋତ୍ତମ ପାଢ଼ୀ //
ବିଷମକଟକ,(୨୧/୧୧) : ଆଜି ବିଷମକଟକ ବ୍ଲକ ରେ ସମସ୍ତ ଗାଁ ସାଥି ବନ୍ଧୁ ମେଳ ହୋଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରିଥିଲେ ।

ଏହି କାର୍ଯ୍ୟକ୍ରମ କୁ ବିଷମକଟକ ବ୍ଲକ ରେ ସମସ୍ତ ଗାଁ ସାଥି ବନ୍ଧୁ ନରତ୍ତମ ଉର୍ଲ୍ଲକା ଓ ଦାଶରଥି କୁତୃକ, ବାଦଲ କୁମାର ରଣା, ସମନଥ ପନଡ଼ା, ପର୍ତିମା ତୁଳା, ଅନିତା ପିଡିକାକା, ଲଛିକା, ଦାମ, ରାମଦାସ ଊର୍ଲ୍ଲକା, ଗଙ୍ଗା ବେନି, ସୁକାନ୍ତ ସାହୁ, କମେଶ୍ଵର ଭାଟ, କୃଷ୍ଣାନ ଭାଟ, କୃଷ୍ଣନ ପି ଡି କା କା, ଶିବରାମ, ବାରାଲିକ, ନାରାୟଣ, ପୁନୀୟା ମେଲେକା ଓ ପାଖାପାଖି ୫୦ ଜଣ ଗାଁ ସାଥି ଭାଇ ଓ ଭଉଣୀ ମାନେ ଏକତ୍ରିତ ହୋଇ ଆଗାମୀ ୩୦ ତାରିଖ ରେ ଭୁବନେଶ୍ୱର ଯିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇ ଥିଲା । ସମସ୍ତ ଗାଁ ସାଥି ଭାଇ ମାନେ ଏକ ମତ ପ୍ରକାଶ କରିଥିଲେ ।