ହରଭଙ୍ଗା ବ୍ଲକରେ ୨ଟି ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ

0
463

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୧/୧୧) : ହରଭଙ୍ଗା ବ୍ଲକରେ ୨ଟି ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ | ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ, ନିରୂପମା ପାଣି, ହରଭଙ୍ଗ।, ସଂଯୋଜିକା ଚାଇଲଡ଼ ଲାଇନ ବବିନା ନାଏକ, ଆଇଏସଆଇ, ହରଭଙ୍ଗ ପୋଲିସ ଅରୁନ୍ଧନ୍ତି ସାହାଣୀ, ଚାଇଲଡ଼ଲ।ଇନ ସଦସ୍ୟମାନେ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସୁଦୂର ଗ୍ରାମ ତଲଗାଓଁ କୁ ଯାଇ ଦୁଇଟି ବାଲ୍ୟ ବିବାହକୁ ନିଷେଧ କରିପାରିଛନ୍ତି ।7b0f5836 78c3 47eb 87c3 7b90fd76830f ହରଭଙ୍ଗା ବ୍ଲକରେ ୨ଟି ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ

ହରଭଙ୍ଗା ବ୍ଲକରେ ୨ଟି ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ | ଝିଅ ଦୁଇଜଣଙ୍କର ନିର୍ଭନ୍ଧ ସାରିଥିଲା କିନ୍ତୁ ଯେଉଁ ପର୍ଯ୍ୟନ୍ତ ୧୮ ବୟସ ନପୁରିବା ପର୍ଯ୍ୟନ୍ତ ପିତାମାତାଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର କରିଛନ୍ତି । ଯଦି ବିଚ୍ୟୁତ ହେବେ ତେବେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ସେହି ପତ୍ର ରେ ମଧ୍ୟ ଉଲେଖ କରିଯାଇଛି । କିଛି ଦିନ ତଳେ କାଣ୍ଟ।ମାଳ ରେ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ, ଜୋସନାମୟୀ ପାଢୀ, ଚାଇଲଡ଼ ଲାଇନ ଦୁଇଟି ବାଲ୍ୟବିବ।ହ କୁ ରୋକି ପରିବାର ସଫଳ ହୋଇଛନ୍ତି । ଜିଲ୍ଲାପାଳଙ୍କ ସ୍ୱପ୍ନ କୁ ସମସ୍ତେ ମିଶି ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବାରେ ସମସ୍ତେ ଲାଗିପଡିଛନ୍ତି ।