-5.7 C
Innichen
Saturday, January 22, 2022

ଆଜି ଶ୍ରୀ ରାମ ଡିଗ୍ରୀ କଲେଜ ରେ ଏନ୍ ସି ସି ଦିବସ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୮/୧୧) : ଆଜି ଶ୍ରୀ ରାମ ଡିଗ୍ରୀ କଲେଜ ରେ ଏନ୍ ସି ସି ଦିବସ ପାଳିତ ହୋଇଯାଇଛି ।

ଆଜି ଶ୍ରୀ ରାମ ଡିଗ୍ରୀ କଲେଜ ରେ ସକାଳ ୮ ଟା ରେ ଏନ୍ ସି ସି ଧ୍ଵଜା କୁ ଉତ୍ତୋଳନ କରିଥିଲେ ଏନ୍ ସି ସି ଅଫିସର ଶ୍ରୀ ପାଡାଲା ଭେଙ୍କଟ ରାଓ । ତା’ ପରେ ଏନ୍ ସି ସି ଛାତ୍ର ଛାତ୍ରୀ ମାନଙ୍କ ପ୍ୟାରେଡ ଅନୁଷ୍ଟିତ ହୋଇଥିଲା । କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୁବ ରେଡକ୍ରସ ର କାଉନସିଲର ପି. ଭେଙ୍କଟ ରାଓ ଯୋଗ ଦେଇଥିଲେ । କଲେଜ୍ ର ସମସ୍ତ କର୍ମଚାରୀ ଏହି ଉତ୍ସବ ରେ ଯୋଗ ଦେଇଥିଲେ ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles