Tuesday, March 19, 2024

Top 5 This Week

Related Posts

ଆଜି ଶ୍ରୀ ରାମ ଡିଗ୍ରୀ କଲେଜ ରେ ଏନ୍ ସି ସି ଦିବସ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୧୧) : ଆଜି ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ସ୍ଥିତ ଶ୍ରୀ ରାମ ଡିଗ୍ରୀ କଲେଜ ରେ ଏନ୍ ସି ସି ଦିବସ ପାଳିତ ହୋଇଯାଇଛି ।

ଆଜି ଶ୍ରୀ ରାମ ଡିଗ୍ରୀ କଲେଜ ରେ ସକାଳ ୮ ଟା ରେ ଏନ୍ ସି ସି ଧ୍ଵଜା କୁ ଉତ୍ତୋଳନ କରିଥିଲେ ଏନ୍ ସି ସି ଅଫିସର ଶ୍ରୀ ପାଡାଲା ଭେଙ୍କଟ ରାଓ । ତା’ ପରେ ଏନ୍ ସି ସି ଛାତ୍ର ଛାତ୍ରୀ ମାନଙ୍କ ପ୍ୟାରେଡ ଅନୁଷ୍ଟିତ ହୋଇଥିଲା । କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା । ଏହି ଏନ୍ ସି ସି ଦିବସ ପାଳନ ଅବସର ରେ ମୁଖ୍ୟ ଅତିଥି ଭାବେ ଯୁବ ରେଡକ୍ରସ ର କାଉନସିଲର ପି. ଭେଙ୍କଟ ରାଓ ଯୋଗ ଦେଇଥିଲେ । କଲେଜ୍ ର ସମସ୍ତ କର୍ମଚାରୀ ଏହି ଉତ୍ସବ ରେ ଯୋଗ ଦେଇଥିଲେ ।

Popular Articles