ବୌଦ୍ଧ ଜିଲ୍ଲା ବିଜେଡି ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

0
221

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୯/୧୧) : ତା ୨୭ /୧୧/୨୧ ରିଖ ଦିନ ବିରନରସିଂହପୁର ନର୍ସରୀ ଠାରେ ବୌଦ୍ଧ ଜିଲ୍ଲା ବିଜେଡି ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା lWhatsApp Image 2021 11 29 at 8.46.27 AM ବୌଦ୍ଧ ଜିଲ୍ଲା ବିଜେଡି ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଏଥିରେ ରାଜ୍ୟ ଯୁଗ୍ମ ସମ୍ପାଦଜ ଅଶୋକ କୁମାର ସାହୁ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ବିଜେଡି ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ l ବିଭିନ୍ନ ଆଲୋଚନାରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ହରଭଙ୍ଗା ବ୍ଲକ ଅଧକ୍ଷ ବିଶ୍ୱଜିତ ମିଶ୍ର, ମାନସ ପୁରୋହିତ, ତାରେଣୀ ମହାପାତ୍ର ବସନ୍ତ ସ୍ୱାଇଁ, ମୃତ୍ୟୁଞ୍ଜୟ ମିଶ୍ର, ଅରୁଣ ପ୍ରଧାନ, ଲଳିତ ଥାଟି, ନିର୍ଗୁଣ ମହାକୁଡ଼, ଜୟସେନ ମିଶ୍ର, ତରଣୀସେନ ମାହାର, ହରିହର ମିଶ୍ର, ନିଶିକାନ୍ତ ସାହୁ ପ୍ରମୁଖ ଭାଗ ନେଇଥିବା ବେଳେ l

ଏଥିରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ସ୍ୱଭାଗ୍ୟ ରଞ୍ଜନ ନାଏକ ଯୋଗଦେଇ ଥିଲେ l ଶେଷରେ ପୂର୍ବ ଜିଲ୍ଲାପରିଷଦ ଉପାଧକ୍ଷ୍ୟ ସ୍ୱାଧୀନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ |