ନିର୍ମାଣ ହୋଇ ଉଦଘାଟିତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ଶୌଚାଳୟ

0
289

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା (୦୨/୧୨) : ବଲାଙ୍ଗୀର ଜିଲ୍ଲା ର ପ୍ରମୁଖ ସହର ଭାବେ ପରିଗଣିତ ହେବା ସତ୍ୱେ ଦୁର୍ଦ୍ଦଶା ର ଶିକାର ହେଉଛି । ବଜାର ନିକଟରେ ଶୌଚାଳୟ ସ୍ଥାପିତ ହୋଇ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ନିର୍ମାଣ ହୋଇ ବଜାର ନିକଟରେ ଉଦଘାଟିତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଶୌଚାଳୟ ।

ବଲାଙ୍ଗୀର ସହର ର ବଜାର ଓ ବିଭିନ୍ନ ଜାନ ବାହାନ ଚଳାଚଳ ଯୋଗୁଁ ସାଧାରଣ ଙ୍କ ଅତ୍ୟନ୍ତ ଜରୁରୀ ଆବଶ୍ୟକ ଅନୁଯାୟୀ ବିଗତ ଦିନରେ ନିର୍ମାଣ ହୋଇ ଉଦଘାଟିତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଶୌଚାଳୟ । ଫଳରେ ବଲାଙ୍ଗୀର ସହର ର ଜନ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ବେଳେ ଏହି ନିର୍ମାଣ ହୋଇ ପଡି ରହିଥିବା ଶୌଚାଳୟ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା କୁ ସାଧାରଣ ରେ ଦୃଢ଼ ଦାବି ହେଉଛି ।