କାଶୀନଗର ବ୍ଲକ ଶ୍ରୀ ରାମ ଡିଗ୍ରୀ କଲେଜ ରେ ଦିନିକିଆ ଏନ୍ ସି ସି ଟ୍ରେନିଂ ଉଦ୍ଯାପିତ

0
279

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୩/୧୨) : କାଶୀନଗର ବ୍ଲକ ଶ୍ରୀ ରାମ ଡିଗ୍ରୀ କଲେଜ ରେ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ ସି ସି) ର ଏକ ଦିନିକିଆ ଟ୍ରେନିଂ ସରି ଯାଇଛି ।WhatsApp Image 2021 12 02 at 8.45.18 PM କାଶୀନଗର ବ୍ଲକ ଶ୍ରୀ ରାମ ଡିଗ୍ରୀ କଲେଜ ରେ ଦିନିକିଆ ଏନ୍ ସି ସି ଟ୍ରେନିଂ ଉଦ୍ଯାପିତ

ବ୍ରହ୍ମପୁର ୨ (୦) ବାଟାଲିୟନ ର ସୁବେଦାର ଶ୍ରୀ ନମୁଗଲ ଦର୍ଜ୍ ଓ ହାବିଲଦାର ବିକ୍ରମ ସିଂ ଏହି ଏକ ଦିନିଆ ଟ୍ରେନିଂ ଦେଇଥିଲେ । ଏହି କାର୍ଯ୍ୟ କ୍ରମ ରେ କାଶୀନଗର ବ୍ଲକ ଶ୍ରୀ ରାମ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଡ. ପ୍ରଶାନ୍ତ ବନ ପାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏନ୍ ସି ସି ଅଫିସର ଅଧ୍ୟାପକ ଶ୍ରୀ ପି. ଭେଙ୍କଟ ରାଓ ଯୋଗ ଦେଇଥିଲେ ।