ମନରେଗା ଯୋଜନାରେ NMMS ଟ୍ରେନିଙ୍ଗ ଅନୁଷ୍ଠିତ

0
184

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୬/୧୨) : ବିଷମ କଟକ ବ୍ଲକ ଅନ୍ତର୍ଗତ ଦାକୁଲୁଗୁଡ଼ା ପଞ୍ଚାୟତ ରେ ନେଶଲାଲ ମୋନିଟରିଂ ମନରେଗା ଯୋଜନାରେ NMMS ଟ୍ରେନିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2021 12 07 at 9.22.03 AM ମନରେଗା ଯୋଜନାରେ NMMS ଟ୍ରେନିଙ୍ଗ ଅନୁଷ୍ଠିତ

ମନରେଗା ଯୋଜନାରେ NMMS ଟ୍ରେନିଙ୍ଗ ରେ ଏଇ ଶ୍ରୀ ପ୍ରଶାନ୍ତ କୁମାର ପାଣଗ୍ରାହୀ, ଏ ପି ଓ ଶ୍ରୀ ମତୀ ମାନସୀ ପାତ୍ର, ଜେଇ ସନ୍ଧ୍ୟା ରାଣୀ ମାଲିକ, ଜେଇ ଶ୍ରୀ ସୁଦ୍ଧାକର ରାଓ, ଜେ଼ଇ ଶ୍ରୀ ଦୀପକ କୁମାର ନାୟକ, ଜେଇ ଶ୍ରୀ ନୀରନଞ୍ଜନ ବେହେରା, ବି ଫ ଟି କୃଷ୍ଣା ଚନ୍ଦ୍ର ପଟ୍ଟନାୟକ ଓ ଭି ରବି କୁମାର, ପାଇକ ଦକୁଲୁଗୁଦ GRS ଶ୍ରୀ ରାମ ନାୟକ, ପୁରୁଷ ତମ ବିଭାର, GRS ପରତିଭା ରଞ୍ଜନ ନାଲ କୁଟ୍ରାଗଡ, ଶ୍ରୀ ସନ୍ତୋଷ କୁମାର ବୋଇଦ୍ୟାଭୁସନ୍, ଦକୁଲୁଗୁଡ଼ା ପି ଓ ଶ୍ରୀ ପ୍ରସାଦ ପ୍ରଧାନ, ମନରେଗା ଆସିଷ୍ଟେଣ୍ଡ ଦମ୍ଭୂରୁଧର ଚିଛୁଆନ, ଅନିତା ପିଡ଼ିକାକା, ବାଦଲ ରଣା, ଗଙ୍ଗା, ବଳରାମ ଜାଲ, କୃଷ୍ଣା ଭାଟ କମେସ୍ୱର ଭାଟ, ନାଦରଓ, ରାମଦାସ ଉଲ୍ଲାକ, ପ୍ରତିମା ତୁଳ, କୃଷନ୍ ପିଡ଼ିକକା, ନରତ୍ତମ ପାଢ଼ୀ ଏବଂ ସମସ୍ତ ଗାଁ ସାଥି ମେଟ୍ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ଥିଲେ ।

ଅନଲାଇନ୍ ମାଧ୍ୟମରେ MGNRGS ର କିପର ପରିଚାଳନା କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ କୁତ୍ରାଗଡ଼, ଦକୁଲୁଗୁଡ଼, ଦଳୀୟାଖୁଜି, ହାଟ ମୁନିଗୁଡା ଓ ଥୁଆପାଡ଼ି ପଞ୍ଚାୟତ ର ସମସ୍ତ ମେଟ୍ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ ।