ଗ୍ରାମଦେବୀ ମା ପିତାବଳୀ ପିଠେ ପାରମ୍ପରିକ ଝଣ୍ଟା ନୁଆଁ ବା ନବାନ୍ନ ଉତ୍ସବ

0
182

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୪/୧୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ରାମଗଡ ପଂଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମରେ ଗ୍ରାମ ଦେବୀ ମା ପିତାବଳୀ ପିଠେ ଆଜି ପାରମ୍ପରିକ ଝଣ୍ଟା (ଶିମ୍ବ) ନୁଆଁ ଦିଆଯାଇଛି |e3862877 cb09 4a70 b4b3 4ff20f8c506d ଗ୍ରାମଦେବୀ ମା ପିତାବଳୀ ପିଠେ ପାରମ୍ପରିକ ଝଣ୍ଟା ନୁଆଁ ବା ନବାନ୍ନ ଉତ୍ସବ

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ଗ୍ରାମଦେବୀ ମା ପିତାବଳୀ ଙ୍କୁ ଗ୍ରାମ ର ମଙ୍ଗଳ ମାନସୀ ଏହି ପର୍ବ ପାଳିତ ହୋଇଛି | ଗ୍ରାମ ସଭାପତି ରାଘବ ବେହେରା, ସମ୍ପାଦକ ସୁରେନ୍ଦ୍ର ଦେହୁରୀ ଓ ଗ୍ରାମ୍ୟ କମିଟି ଙ୍କ ସହଯୋଗ କ୍ରମେ ପୂଜକ ବିଷ୍ଣୁ ଚରଣ ଦେହୁରୀ ଏବଂ ଗ୍ରାମ ର ସମସ୍ତେ ଶୁଦ୍ଧ ପୁତ ଚିତରେ ମା ପିତାବଳୀ ଙ୍କୁ ପୂଜାର୍ଚନା କରିଥିଲେ |