କାର୍ ଓ ଟ୍ରକ୍ ମୁହାଁ ମୁହିଁ : ଜଣେ ଗୁରୁତର

0
207

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୧୨) : ଆଜି ସକାଳ ସାଢେ଼ ୩ ଟା ବେଳେ କାଶୀନଗର ଥାନା ଅନ୍ତର୍ଗତ ଅପଲନାଇଦୁ ପେଟା ନିକଟରେ କାର୍ ଓ ଟ୍ରକ୍ ମୁହଁ ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ବୋଲି ଏସ ଆଇ ରଙ୍କନିଧି ପାତ୍ର ସୂଚନା ଦେଇଛନ୍ତି ।WhatsApp Image 2021 12 15 at 9.18.11 AM କାର୍ ଓ ଟ୍ରକ୍ ମୁହାଁ ମୁହିଁ : ଜଣେ ଗୁରୁତର

ପ୍ରକାଶ ଥାଉ କି କାର ଟି ବ୍ରହ୍ମପୁର ରୁ ଜୟ ଅଭିମୁଖେ ଯାଉଥିବା ବେଳେ ଏହାର ନମ୍ବର0,2BL4402 ରାୟଗଡ଼ା ପଟରୁ ବିଶାଖପାଟଣା ଅଭିମୁଖେ ଯାଉଥିବା ଟ୍ରକ୍ ନମ୍ବର AP 31TA4402. । କାର୍ ଓ ଟ୍ରକ୍ ମୁହାଁ ମୁହିଁ ଧକ୍କାରେ କାର ଟି ଟ୍ରକ କୁ ଧକ୍କା ମାରି ଏକ ବିଲ ରେ ପଡି ଯାଇଥିଲା । ଦୁର୍ଘଟଣା ର ଆହତ କାର ଡ଼୍ରାଇଭର ବାବା ମହାନ୍ତି ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ଏହା ଶକ୍ତି ବିଭାଗ ର କାର ବୋଲି ଜଣାପଡିଛି ।