ଆସନ୍ତା କାଲି ଜାତୀୟ କନ୍ୟା ଶିଶୁ ଦିବସ

0
154
ଆସନ୍ତା କାଲି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩ /୦୧) : ଆସନ୍ତା କାଲି ଏକ ୱେବ୍ ନୀୟର ଶ୍ରୀ ରାମ୍ ଡିଗ୍ରୀ କଲେଜ ତରଫରୁ ଅନୁଷ୍ଠିତ ହେବ ।

ଆସନ୍ତା କାଲି ଜାତୀୟ ଶିଶୁ କନ୍ୟା ଦିବସ ନିମନ୍ତେ ଏକ ଆଲୋଚନା ଚକ୍ର ୱେବ୍ ନିୟର ମାଧ୍ୟମ ରେ ହେବ । ଶ୍ରୀ ରାମ ଡିଗ୍ରୀ କଲେଜ ତରଫରୁ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଡ଼ା.ପ୍ରଶାନ୍ତ ବନପାଲି ସୂଚନା ଦେଇଛନ୍ତି । ଶ୍ରୀ ଅଚିନ୍ତ୍ୟ ମହାପାତ୍ର ଇଂରେଜୀ ଅଧ୍ୟାପକ ସୁରେଶ ବିଷୋୟୀ, ଗଣିତ ଅଧ୍ୟାପକ ବିଶ୍ଵ ରଞ୍ଜନ ଗୌଡ ଓଡ଼ିଆ ଅଧ୍ୟାପିକା ଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ଭାଗ ନେବେ ବୋଲି ସୂଚନା ଦେଇଛନ୍ତି ।