କାଶୀନଗର ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ବିଭିନ୍ନ ଯାଗାରେ ଫ୍ଲାଗ ମାର୍ଚ୍ଚ

0
206
କାଶୀନଗର ପୋଲିସ ତରଫରୁ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୧/୦୨) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ରେ ଆଗାମୀ ୨୨ ତାରିଖ ରେ ପଞ୍ଚାୟତ ନିର୍ବାଚନ ହେବ । ଆଇନ ଶୃଙ୍ଖଳା ପରିସ୍ଥତି କୁ ନଜର ରେ ରଖି କାଶୀନଗର ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ କରିଥିବା ଜଣାଯାଇଛି ।e84cae4b c9b8 4f61 adeb 6b3b7c4a2391 କାଶୀନଗର ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ବିଭିନ୍ନ ଯାଗାରେ ଫ୍ଲାଗ ମାର୍ଚ୍ଚ

ପ୍ରାପ୍ତ ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ର କାଶୀନଗର ପୋଲିସ ତରଫରୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ କାଶୀନଗର ପୋଲିସ ଖନ୍ ଦବା, ହାଡୁ ଭାଙ୍ଗି, କେ. ସୀତା ପୁର ଅଞ୍ଚଳ ରେ ଫ୍ଲାଗ ମାର୍ଚ୍ଚ କରିଛି । ଏସବୁ ଅଞ୍ଚଳ ଶ୍ୱର୍ଷ କତର ହୋଇଥିବାରୁ ପୋଲିସ ର ସ୍ଵତନ୍ତ୍ର ଦୃଷ୍ଟି ରହିଛି । ଆସନ୍ତା ୨୨ ରେ ଭୋଟ ହେବାକୁ ଥିବା ବେଳେ ସ୍ୱର୍ଶ କାତର, ଅତି ସ୍ୱର୍ଷ କାତର ବୁଥ ଚିହ୍ନଟ ହୋଇଛି କି ନାହିଁ ତାହା ଗଣ ମାଧ୍ୟମ କୁ କୁହାଯାଇନାହିଁ ।