କାଶୀନଗର ସହର ରେ ପାତି ମାଙ୍କଡ ଆତଙ୍କ

0
259
କାଶୀନଗର ସହର

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୩୧/୦୧) : କାଶୀନଗର ସହର ରେ ପାତୀ ମାଙ୍କଡ ଟି ଦୌରତ୍ମ୍ୟ ସୃଷ୍ଟି କରୁଛି । ଆଜି ହଠାତ୍ ଗୋଟିଏ ପାତି ମାଙ୍କଡ ପଥ ଭ୍ରଷ୍ଟ ହୋଇ ସହର ମଧ୍ୟକୁ ପ୍ରବେଶ କରି ଘର୍ ଘର ବୁଲୁଛି ।

କାଶୀନଗର ସହର ରେ କେତେ ବେଳେ ଗଛ ଚଢ଼ି ପଡୁଛି ଏଥି ପାଈଂ ପିଲା ମାନେ ଭୟଭୀତ ହୋପଡିଛନ୍ତି । କେତେବେଳେ ହାତୀ ତ କେତେବେଳେ ମାଙ୍କଡ ର ଦୌରତ୍ମ୍ୟ ବୃଦ୍ଧି ପାଇଛି ।