ବିଷମ କଟକ ବ୍ଲକରେ ନିର୍ବିଘ୍ନ ରେ ବିଜେଡି ଦଳର ବ୍ଲକ ଅଧ୍ୟକ୍ଷା ଙ୍କ ବାଜିମାତ

0
140
ବିଷମ କଟକ ବ୍ଲକରେ

ରିପୋର୍ଟ : ନରତ୍ତମ ପାଢୀ
ବିଷମକଟକ, ତା – (୧୨/୩) : ରାୟଗଡା ଜିଲ୍ଲା ର ବିଷମ କଟକ ବ୍ଲକରେ ବିଜେଡ଼ି ଦଳ ନିର୍ବିଘ୍ନ ରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇ ନେଇଛି ।

ବିଷମ କଟକ ବ୍ଲକରେ ଭାତପୁର ବିଜେଡି ପୁରାତନ ସରପଞ୍ଚ ବର୍ତ୍ତମାନ ସମିତି ଯଶୋଦା ହୁଇକା ବିଷମ କଟକ ବ୍ଲକ ଅଧ୍ୟକ୍ଷା ଗଙ୍ଗା ରାଜୁ ହିଇକା, ବିଜେଡି ଶ୍ରୀ ଜ୍ୟୋତି ପ୍ରସାଦ ସାହୁ, ଶ୍ରୀ ନନୁ ପଣ୍ଡା, ଶ୍ରୀ ଗୋପାଳ ପଟ୍ଟନାୟକ, ଶ୍ରୀ ବାଳ ମୁକୁନ୍ଦ ପାଳ, ଶ୍ରୀ ଶିବ ଦେଶାଇ, ଦେବୀ ପଟ୍ଟନାୟକ ଓ ସୁଧିର ଦାସ ଉପସ୍ଥିତ ରହିଥିଲେ ।