-5.7 C
Innichen
Monday, July 4, 2022

ବିନିକା ଓକିଲ ସଂଘ ନିର୍ବାଚନ : ସୁଧାଂଶୁ ସଭାପତି, ହରିବଂଶ ସମ୍ପାଦକ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୮/୩) : ବିନିକା ଓକିଲ ସଂଘ ନିର୍ବାଚନ ଅନୁଷ୍ଟିତ ହୋଇ ଯାଇଛି ।

ଏଥିରେ ସୁଧାଂଶୁ ଶେଖର ଦାଶ ପୁଣିଥରେ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ହରିବଂଶ ମେହେର, ଉପ ସଭାପତି ଦେବରାଜ ମେହେର, ସହ ସମ୍ପାଦକ ଜୟ ପ୍ରକାଶ ପ୍ରଧାନ,କୋଷାଧ୍ୟକ୍ଷ ବିରେନ୍ଦ୍ର ପୋଡ଼ ,ଲାଇବ୍ରେରୀନ ନିରଞ୍ଜନ ମେହେର ପ୍ରମୁଖ ମନୋନୀତ ହୋଇଛନ୍ତି ।

Related Articles

Stay Connected

0FansLike
3,376FollowersFollow
19,800SubscribersSubscribe
- Advertisement -spot_img

Latest Articles