ଜଙ୍ଗଲି ବାରାହା ଆକ୍ରମଣରେ ଦୁଇଜଣ ଚାଷୀ ଗୁରୁତର

0
167

724f4ab9 6571 4aa6 861e 8bf91d3ebd5b ଜଙ୍ଗଲି ବାରାହା ଆକ୍ରମଣରେ ଦୁଇଜଣ ଚାଷୀ ଗୁରୁତରରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୧/୪) : ବିନିକା ରେଞ୍ଜ ସିଙ୍ଗିଯୁବା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ବାରାହା ବିଶାଳପାଲି ଗ୍ରାମ ର ଦୁଇଜଣ ବ୍ୟକ୍ତି ନିଜ ଚାଷ ଜମିରେ କାମ କରୁଥିବା ସମୟରେ ଆକ୍ରମଣ l

ଆକ୍ରମଣ କରିବା ଫଳରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଥିବାର ଜଣାଯାଇଛି l ବିଶାଳପାଳି ଗ୍ରାମ ର ଭେଲ ଭୂଏଙ୍କ ହାତ ଓ ବୈଦ୍ୟନାଥ ମେଲ୍ଲୀଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନା ରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି l