-5.7 C
Innichen
Monday, July 4, 2022

ଖାଣ୍ଡାବା ଗ୍ରାମ ପଞ୍ଚାୟତ ବୈଠକ ଅନୁଷ୍ଟିତ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, ଗଜପତି, (୧୩/୦୪) : ଗତ ମଙ୍ଗଳବାର ଦିନ ଗଜପତି ଜିଲ୍ଲା ର ଖାଣ୍ଡାବା ଗ୍ରାମ ପଞ୍ଚାୟତ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ପ୍ରସ୍ତୁତି ବୈଠକ ରେ ସରପଞ୍ଚ ଚୌଧୁରୀ ମାଧବୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ବୈଠକ ରେ ସମିତି ସଭ୍ୟ ଜଗନ୍ନାଥ ଦୋରା ରକାମ୍ ସତୀଶ, ପଞ୍ଚାୟତ ର ସମସ୍ତ ଶିକ୍ଷକ, ଅଙ୍ଗନ୍ ବାଡି କର୍ମୀ ଓ ଆଶା କର୍ମୀ ମାନେ ଯୋଗ ଦେଇଥିଲେ । ବୁଧୁବାର ଅନୁଷ୍ଟିତ ହେବାକୁ ଥିବା ଭୀମ ଭୋଇ ସାମର୍ଥ୍ୟ ଶିବିର ଓ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କିଭଳି ଭାବରେ ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଅ ଲ ଡ଼ା ଓ ଖାଣ୍ଡାବା ଗ୍ରାମ ପଞ୍ଚାୟତ ଓ ବୁ ଦୁରା ଲୋକ ମାନେ ବହୁ ସଂଖ୍ୟାରେ ଏହି ଶିବିର ରେ ଯୋଗଦେବେ ବୋଲି ସୂଚନା ମିଳିଛି ।

Related Articles

Stay Connected

0FansLike
3,376FollowersFollow
19,800SubscribersSubscribe
- Advertisement -spot_img

Latest Articles