ଅବକାରୀ ବିଭାଗ ଚଢ଼ାଉ କରି ବ୍ୟବସାୟୀ ଙ୍କ ଘରୁ ତିନି କେଜି ପାଞ୍ଚ ଶହ ଗ୍ରାମ ଗଞ୍ଜେଇ ଜବତ

0
196
ଅବକାରୀ ବିଭାଗ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ, ତା(୦୭/୦୫) : ପାଟଣାଗଡ଼ ବ୍ଲକ୍‌ ଧୁବଲପଡା ଗ୍ରାମର ମେଶୁ ମେହେର (୭୦) ଙ୍କ ଘରେ ଅବକାରୀ ବିଭାଗ ଚଢଉ କରି ସାଢେ ୩ କେଜି ଗଞ୍ଜେଇ ଜବତ କରିଛି ।

ଏହି ଘଟଣାରେ ମେଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମେଶୁ ବେଆଇନ ଭାବେ ଘରେ ଗଞ୍ଜେଇ ରଖିଥବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା ।