ବ୍ରାହ୍ମଣ ସାହି ଠାକୁରାଣୀ ଯାତ୍ରା ପାଇଁ ସହର ଉତ୍ସବ ମୁଖର

0
142
ବ୍ରାହ୍ମଣ ସାହି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୬) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ କାଶୀନଗର ସହର ର ବ୍ରାହ୍ମଣ ସାହି ରେ ପ୍ରତି ୩ ବର୍ଷ ରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

କାଶୀନଗର ସହର ର ମଧ୍ୟ ଭାଗ ରେ ବ୍ରାହ୍ମଣ ସାହି ରହିଛି । ଚଳିତ ବର୍ଷ ପ୍ରବଳ ଗୁଳି ଗୁଳି ଅନୁଭୂତ ହେଉଥିଲେ ସୁଦ୍ଧା ଠାକୁରାଣୀ ଯାତ୍ରା ବହୁ ଶ୍ରଦ୍ଧା ଓ ନିଷ୍ଠା ର ସହ ଅନୁଷ୍ଠିତ ହେଉଛି । ଠାକୁରାଣୀ ଯାତ୍ରା ପାଇଁ ସହର ଉତ୍ସବ ମୁଖରିତ ହୋଇ ଉଠୁଥିଲା ବେଳେ ଶ୍ରଦ୍ଧାଳୁ ଓ ବନ୍ଧୁ ପରିଜନ ଗ୍ରାମ ରେ ଆସି ପହଞ୍ଚି ସାରିଛନ୍ତି । ସାହି ର ସ୍ୱାଗତ ତୋରଣ ମଧ୍ୟ ସମସ୍ତଙ୍କୁ ବହୁ ଆକର୍ଷିତ କରୁଛି । ଆସନ୍ତା ବୁଧବାର ଦିନ ପର୍ବ ଉଦଯାପନ ହେବ । ସାହି ର ସମସ୍ତ ଲୋକ ଏହି ଯାତ୍ରାକୁ ବେଶ୍ ଉପଭୋଗ କରୁଛନ୍ତି ।