ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

0
160

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,ପରଜଙ୍ଗ,(୦୭/୦୮) : ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ଠାରେ ବିଜୁ ଛାତ୍ର ଜନତା ଦଳ ର ବ୍ଲକ କର୍ମକର୍ତ୍ତାଙ୍କ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଛାତ୍ର ସଭାପତି ପ୍ରୀୟଜିତ ସାମଲଙ୍କ ଦ୍ଵାରା ଅନୁଷ୍ଠିତ କରାଗଲା |WhatsApp Image 2021 08 08 at 9.59.54 AM ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ଆଜିର ମୁଖ୍ୟ ଅତିଥି ଆମର ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ପ୍ରିୟ ଯୁବ ନେତା ଅସିତ୍ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ)ଯୋଗ ଦେଇ କିପରି ଭାବରେ ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବା ତା ପ୍ରତି ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଲେ |

ଆଜିର ସମ୍ମାନିତ ଅତିଥି ବ୍ଲକ୍ ଅଧକ୍ଷ ଅକ୍ଷୟ ବେହେରା,ଜିଲ୍ଲା ଛାତ୍ର ସଭାପତି ସୁରଜ୍ ମହାପାତ୍ର ଏବଂ ଜିଲ୍ଲା ପର୍ଯ୍ୟବକ୍ଷକ ପ୍ରଦୋଷ ପରିଡା ଜିଲ୍ଲା ସମ୍ପାଦକ ଦିନେଶ ପାଣି ବିଜୁ ଛାତ୍ର ଜନତା ଦଳର ଏବଂ ସୋସିଆଲ ମିଡିଆ co-ordinator ପିକୁଲ ସାହୁ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।