ଉପ ନଗରପାଳ ଙ୍କ କୋଭିଡ ପରୀକ୍ଷା

0
172
ଉପ ନଗରପାଳ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୦୭) : କାଶୀନଗର ସହର ର ବିଭିନ୍ନ ସାହି ବସ୍ତିରେ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । 

ଆଜି ସକାଳେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଭିନ୍ନ ଟିମ କରି କୋଭିଡ ପରୀକ୍ଷା କୁ ଜୋରଦାର କରାଯାଇଛି । ଆଜି ୱାର୍ଡ ନ ୭ ରେ କାଶୀନଗର ଉପ ନଗରପାଳ ଏହି କୋଭିଡ ଟେଷ୍ଟ କରିଛନ୍ତି । ସେ ସମସ୍ତ ଜନସାଧାରଣ ଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଆଗମୁ ବର୍ଷା ଦିନରେ ସମସ୍ତେ ଜାଗ୍ରତ ରହିବାକୁ ପରାମର୍ଶ କରିଛନ୍ତି ।