-5.7 C
Innichen
Thursday, September 29, 2022

ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଛାତ୍ର ରିସବ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୨/୦୯) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର 5T ଅନ୍ତର୍ଭୁକ୍ତ ବାଉଁସୁଣୀ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ର ଛାତ୍ର ଙ୍କ ପ୍ରତିଭା ଆଜି ଚର୍ଚ୍ଚା ପାଲିଟିଛି ।

କୁନି ଛାତ୍ର ରିସବ କୁମାର ମେହେର ନିଜ ହାତରେ ଆମ ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କ ତୈଳ ଫୋଟୋ ଚିତ୍ର ଅଙ୍କିଛନ୍ତି । ଏହି ଖବର ପ୍ରସାର ପରେ କଣ୍ଟାମାଳ ବିଧାୟକ ମହୀଧର ରଣା ଏବଂ ମନମୁଣ୍ଡା ର ସମାଜସେବୀ ପ୍ରକାଶ ମେହେର କୁନି ପ୍ରତିଭା ଛାତ୍ର ଙ୍କ ବିକଶିତ ପ୍ରତିଭା କୁ ଶୁଭେଚ୍ଛା ଜଣାଇଛନ୍ତି ।

Related Articles

Stay Connected

0FansLike
3,505FollowersFollow
20,100SubscribersSubscribe
- Advertisement -spot_img

Latest Articles