ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଛାତ୍ର ରିସବ

0
161
ରିସବ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୨/୦୯) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର 5T ଅନ୍ତର୍ଭୁକ୍ତ ବାଉଁସୁଣୀ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ର ଛାତ୍ର ଙ୍କ ପ୍ରତିଭା ଆଜି ଚର୍ଚ୍ଚା ପାଲିଟିଛି ।WhatsApp Image 2022 09 22 at 6.45.53 PM ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଛାତ୍ର ରିସବ

କୁନି ଛାତ୍ର ରିସବ କୁମାର ମେହେର ନିଜ ହାତରେ ଆମ ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କ ତୈଳ ଫୋଟୋ ଚିତ୍ର ଅଙ୍କିଛନ୍ତି । ଏହି ଖବର ପ୍ରସାର ପରେ କଣ୍ଟାମାଳ ବିଧାୟକ ମହୀଧର ରଣା ଏବଂ ମନମୁଣ୍ଡା ର ସମାଜସେବୀ ପ୍ରକାଶ ମେହେର କୁନି ପ୍ରତିଭା ଛାତ୍ର ଙ୍କ ବିକଶିତ ପ୍ରତିଭା କୁ ଶୁଭେଚ୍ଛା ଜଣାଇଛନ୍ତି ।