ଉପଜିଲ୍ଲାପାଳ ଙ୍କ ସ୍କୁଲ ପରିଦର୍ଶନ

0
209
ସ୍କୁଲ ପରିଦର୍ଶନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଳା, (୧୭/୧୦) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ର ବିଭିନ୍ନ ସ୍କୁଲ ତୃତୀୟ ପର୍ଯ୍ୟାୟରେ 5T ରେ ସାମିଲ ହୋଇଛି ।

ଏଥର ବ୍ଲକ ର ଭନ୍ଦ୍ରା ସ୍କୁଲ ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଛି । ତେବେ 5T କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ଭଦ୍ରା ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଏହି ସମୟରେ ଉପଜିଲ୍ଲାପାଳଙ୍କ ସହ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସମାଜସେବୀ ଦୀପକ ଅଗ୍ରୱାଲ ଓ ସରକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା ସମେତ ସ୍କୁଲ ର ଶିକ୍ଷକମାନେ ଉପସ୍ଥିତ ଥିଲେ ।