ଉପ ଜଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ବ୍ୟକ୍ତିଟିର ମୃତ୍ୟୁ ହୋଇଛି କିପରି ?

0
136
ବ୍ୟକ୍ତିଟିର ମୃତ୍ୟୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୧୭/୧୦) : ଟିଟିଲାଗଡ ଉପ ଜଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟ ରେ ହଠାତ୍ ଏହି ବ୍ୟକ୍ତି ପଡ଼ିଯାଇ ଥିଲେ ।

ତୁରନ୍ତ ବ୍ୟକ୍ତି କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ଡାକ୍ତର ଖାନା ପଠାଯାଇ ଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିବା ବେଳେ ସେ କିଏ ଓ କିପରି ମୃତ୍ୟୁ ର ଶିକାର ହୋଇଛନ୍ତି, ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୁଚନା ମିଳିଛି।