ବିଷମକଟକ ଶ୍ରୀ ଗୁଣ୍ଡିଚା ମନ୍ଦିର ର ନୂତନ ପରିଚାଳନା କମିଟି ଗଠନ

0
186
ବିଷମକଟକ ଶ୍ରୀ ଗୁଣ୍ଡିଚା

ରିପୋର୍ଟ : ନରତ୍ତମ ପାଢ଼ୀ
ବିଷମକଟକ, ତା (୨୭/୧୦) : ତା ୨୭/୧୦/୨୦୨୨ ରିଖ ଦିନ ଆଠ ଘଣ୍ଟା ସମୟରେ ସ୍ଥାନୀୟ ବିଷମକଟକ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ମନ୍ଦିର ର ନୂତନ ପରିଚାଳନା କମିଟି ଗଠନ ନିମନ୍ତେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଏହି ପବିତ୍ର ଧନଲକ୍ଷ୍ମୀ ଶୁଭଖୁଣ୍ଟି ଅବସରରେ ସର୍ବସମ୍ମତି କ୍ରମେ ଶ୍ରୀ ପ୍ରଦୀପ କୁମାର ଦାସଙ୍କୁ ବିଷମକଟକ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି ର ଉପଦେଷ୍ଟା ଭାବେ ଚୟନ କରାଯାଇବେଳେ ଶ୍ରୀ ବିଦ୍ୟାଧର ପ୍ରଧାନୀ ଙ୍କୁ ସଭାପତି, ବିପିନ ଚନ୍ଦ୍ର ସାହୁ, ଉପସଭାପତି, ତପନ କୁମାର ମହାନ୍ତି, ସମ୍ପାଦକ, ସହ ସମ୍ପାଦକ, ଚକାଗାଙ୍ଗଡା ଭି. ଗୋପି, କୋଷାଧ୍ୟକ୍ଷ କୁଞ୍ଜବିହାରୀ ରାଓତ, ରମାକାନ୍ତ ସେଠୀ, କୃଷ୍ଣ ବେହେରା, ଶଙ୍କର୍ଷଣ ସାହୁ, ମନୋଜ ପ୍ରଧାନୀ, ଅସ୍ପିନୀ ରାଉତ, ମନୋଜ ପାତ୍ର, ଜୀ. ଚିନା, ରମାକାନ୍ତ ବେରଦୋଳାଇ, ଶେଖର ରାମଲିଙ୍ଗମ, ରିଣ୍ଟୁ ଗନ୍ତାୟତ, ରିଣ୍ଟୁ ପାତ୍ର, ଶଶିଭୂଷଣ ପଟ୍ଟନାୟକ, ଶିବରାମ ନାୟକ, ମୂରଲୀଧର ରାଓତ, ସୁନିଲ ଦଣ୍ଡସେନା, ଶ୍ୟାମସୁନ୍ଦର ପାତ୍ର, ଅଞ୍ଜନ କୁମାର ସାହୁ, ଶଙ୍କର କୁଲୁସିକା, ଡମ୍ବରୁଧର କୁଲୁସିକା, ସଚିନ ପାଣଗ୍ରାହି, ଆୟୁଷ ପାତ୍ର, ଆଲୋକ ଦାସ, ଅଚ୍ୟୁତ ମହାନ୍ତି, ସନ୍ତୋଷ ରାଜୁ ଓ ଲିଜା ମେଡମ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ସଭାପତି ଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିଥିଲେ ।