ଗ୍ୟାସ ଟାଙ୍କି ଫାଟି ୪୦ ଦିନର ଶିଶୁ ଜୀବନ୍ତ ଦଗ୍ଧ, ୩ ଜଣ ଗୁରୁତର

0
98
ଗ୍ୟାସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୨/୦୩) : ବାଲେଶ୍ୱର ଚାନ୍ଦିପୁର ମେରାଇନ ଥାନା ମିର୍ଜାପୁର ଅଞ୍ଚଳରେ ଦୁର୍ଘଟଣା । ଗ୍ୟାସ ଟାଙ୍କି ଫାଟି ୪୦ ଦିନର ଶିଶୁ ଜୀବନ୍ତ ଦଗ୍ଧ, ୩ ଜଣ ଗୁରୁତର ।

ଅରଡବଜାର ଅଞ୍ଚଳର ସେକ୍ ଭଲୁଙ୍କ ଝିଅ, ଜ୍ୱାଇଁ ଚାନ୍ଦିପୁର ବୁଲିବାକୁ ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟିବାରୁ ୪୦ ଦିନର ଶିଶୁ ସମ୍ପୂର୍ଣ୍ଣ ଜଳିଯାଇ ପ୍ରାଣ ହରାଇଛି । ଦମ୍ପତ୍ତିଙ୍କ ସମେତ ୩ ଜଣ ରଗୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।