ଗୁମିଗୁଡ଼ା ଠାରେ ମା ମାଣିକେଶ୍ଵରୀ ଅଗ୍ନି ପରୀକ୍ଷା ଯାତ୍ରା ଅନୁଷ୍ଠିତ

0
98
ଗୁମିଗୁଡ଼ା

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୬/୪) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟ୍ରାଗଡ ପଞ୍ଚାୟତ ର ଅଧୀନ ଗୁମିଗୁଡ଼ା ଠାରେ ମା ମାଣିକେଶ୍ଵରୀ ଅଗ୍ନି ପରୀକ୍ଷା ଯାତ୍ରା ଅନୁଷ୍ଠିତ ହୋଇଛି ।WhatsApp Image 2023 04 07 at 11.17.50 ଗୁମିଗୁଡ଼ା ଠାରେ ମା ମାଣିକେଶ୍ଵରୀ ଅଗ୍ନି ପରୀକ୍ଷା ଯାତ୍ରା ଅନୁଷ୍ଠିତ

ଗୁମିଗୁଡ଼ା ଠାରେ ଏହି ଯାତ୍ରା ଅତି ସୁନ୍ଦର ଭାବରେ ଓ ଶାନ୍ତି ଶୃଙ୍ଖଳା ରେ ପର୍ବ ପାଳନ ହୋଇ ଯାଇଛି । ମା ଙ୍କ ସେବକ ପତାଖଣ୍ଡ କ୍ରିଷ୍ଣା ଭାଟ,ଚନ୍ଦ୍ର ଭାଟ ଦୁଇ ସେବକ ମା ଙ୍କ ଅଗ୍ନି ଉପରେ ଚାଲି ଥିଲେ ଓ ଅନ୍ୟ ସେବକ ବିରାଜ ଭାଟ, କରୁଣା ଭାଟ, ଟ୍ରେମା ଭାଟ, କାମେଶ ଭାଟ ଗ୍ରାମ ବାସୀ ଓ ଆଖ ପାଖ ସମସ୍ତ ଭକ୍ତ ଉପସ୍ଥିତି ରେ ଏହି ଯାତ୍ରା ଟି ଅନୁଷ୍ଟିତ ହୋଇଥିଲା । ସହ ଶହ ଭକ୍ତ ଙ୍କ ସମାଗମ ହୋଇ ଥିଲା । ଏହି ଯାତ୍ରା ଶୁକ୍ଲ ପକ୍ଷ ପ୍ରତୀ ପଦା ରୁ ଆରମ୍ଭ ହୋଇ ଚୋଇତ୍ର ପୂର୍ଣିମା ରେ ମାଁ ଙ୍କ ଜାମୁ ଅଗ୍ନି ପରୀକ୍ଷା ଯାତ୍ରା ଟି ଶେଷରେ ସମାପ୍ତ ହେଇଥାଏ । ଏହି ଯାତ୍ରା ରେ ସମସ୍ତ ଆଖ ପାଖ ଗ୍ରାମ ର ଭକ୍ତ ସମାଗମ ହୋଇ ଥାଏ ।