ଢେଙ୍କାନାଳ ବନଖଣ୍ଡ ଜଙ୍ଗଲରେ ଚିତା ବାଘ ର ସିସି ଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ

0
191

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୪/୮) : ଢେଙ୍କାନାଳ ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଚିତା ବାଘ ସିସି ଟିଭି ରେ କଏଦ ହେlଇଛି | ବନ ବିଭାଗପକ୍ଷରୁ ଢେଙ୍କାନାଳ ବନଖଣ୍ଡ ଜଙ୍ଗଲରେ ଲାଗି ଥିବା କାମେରାର ରେ କଏଦ ହେଲା ଚିତା ବାଘର ଗତିବିଧି |WhatsApp Image 2021 08 25 at 12.21.35 PM ଢେଙ୍କାନାଳ ବନଖଣ୍ଡ ଜଙ୍ଗଲରେ ଚିତା ବାଘ ର ସିସି ଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ

ଭିଡ଼ିଓ ଟିଉଟ କଲେ ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗେଗୁନେନି, ଜିଲ୍ଲାରେ ପ୍ରାୟ ଆଉ କିଛି ଜଙ୍ଗଲରେ ଚିତା ବାଘ ଥିବା ବନ ବିଭାଗ ଅନୁମାନ କରୁଛନ୍ତି, ଢେଙ୍କାନାଳ ବନଖଣ୍ଡ ଜଙ୍ଗଲରେ ୭ ଟି ଚିତାବାଘ ଅନେକ ଛୁଆ ସହ, ବିଭିନ୍ନ ପ୍ରଜାତିର ପଶୁଥିବା ନେଇ ବନଖଣ୍ଡ ଅଧିକାରୀ କହିଛନ୍ତି ।