ପ୍ରଶାସନ ର ଏ ଯାଏଁ ନିଷ୍ପତି ହୋଇନି ଗଜପତି ଙ୍କ ମୂର୍ତ୍ତୀ କେଉଁ ଠାରେ ହେବ

0
86
ହେବ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୪) : ରାଜ୍ୟ ସଂସ୍କୃତି ବିଭାଗ ନେଇଥିବା ନିଷ୍ପତି ମୁତାବକ କାଶୀନଗର ଠାରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ଭୂମି ପୂଜନ ପ୍ରତିଷ୍ଠା ହେବ ।

କିନ୍ତୁ କେଉଁଠାରେ ହେବ କିଭଳି ହେବ ପ୍ରଶାସନ ଏ ଯାଏଁ ନିଷ୍ପତି ନେଇ ନଥିବା ବେଳେ ହଠାତ ଆଜି ଇଣ୍ଡୋର ଷ୍ଟାଡିୟମ ପାର୍ଶ୍ୱ ରେ ପ୍ରସ୍ତାବିତ ସ୍ଥାନ ନିରୂପଣ କରାଯାଇ ଭୂମି ପୂଜା ସରିଛି, ଏହି କଥା ବିଷୟ ରେ ବିଜ୍ଞ୍ୟାପିତ ପରିଷଦ ରର ଆଲୋଚନା ହୋଇନାହିଁ ବୋଲି କଂଗ୍ରେସ ଓ ବିଜେପି କାଉନ ସିଲର ମାନେ ଅଭିଯୋଗ କରିଛନ୍ତି । ଏଣୁ ସର୍ବସାଧାରଣ ଙ୍କ ନିକଟରୁ କୌଣସି ପ୍ରସ୍ତାବ ମଧ୍ୟ ମଗାଯାଇ ନାହିଁ । ଏଣୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହୋଉଛି ।