କ୍ୟାନ୍ସର ରୋଗରେ ପିଡ଼ିତ ବାପାଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି

0
220

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୋୖଦ୍ଧ,(୨୬/୮) : ବୋୖଦ୍ଧଜିଲ୍ଲା ବୌଦ୍ଧବ୍ଲକ ମୁଣ୍ଡାପଡା ଗ୍ରାମପଞ୍ଚ।ୟତ ଅନ୍ତର୍ଗତ କମିରା ଗ୍ରାମର ସୁମୁର ମହାଳିକ ଆଜିକୁ ଏକବର୍ଷ ହେବ କ୍ୟାନ୍ସର ରୋଗରେ ପିଡ଼ିତ ଥିବା ଯୋଗୁ ତାଙ୍କର ଦେହ ପୁରା ଅସୁସ୍ଥ ଥିଲେ, ବୁର୍ଲା, ବୋୖଦ୍ଧ ମେଡ଼ିକାଲ ରେ ତାଙ୍କର କ୍ୟାନ୍ସର ରୋଗ ଭଲ ନ ହେବାରୁ କଟକ ଆଚlର୍ଯ୍ୟ ହରିହର କେଣ୍ଟନ ମେଡ଼ିକାଲ ରେ ଚିକିତ୍ସା ହେଉଛନ୍ତି ।16f0c780 cbc3 43b6 885f 347ce1c371f1 କ୍ୟାନ୍ସର ରୋଗରେ ପିଡ଼ିତ ବାପାଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି

ତାଙ୍କର ଯାହା ଜମି ଓ ଅର୍ଥ ଥିଲା ବନ୍ଧକ ,ବିକ୍ରି କରିଥିଲେ ମଧ୍ୟ ଭଲହେଉନଥିବା ଜଣାପଡିଛି । କ୍ୟାନ୍ସର ରୋଗରେ ପିଡ଼ିତ ସୁମୁର ମହାଳିକ ର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କର ବଡ଼ପୁଅ ମେଧାବୀ ଛାତ୍ର ଅକ୍ଷ ମହାଳିକ ଦଶମ ଶ୍ରେଣୀ ରେ ପାଠ ପଢି ୨୮୧ମାର୍କ ରଖିଛନ୍ତି । ତାଙ୍କ ପାଖରେ ଅର୍ଥ ର ଅଭାବ ଦେଖାଦେଉଥିବା ଜଙ୍ଗୁ ଅକ୍ଷ ମହାଳିକ ପାଠ ପଢି ପାରିବେ ନାହିଁ ।

ଏହି ମେଧାବୀ ଛାତ୍ର ଅକ୍ଷ ମହାଳିକ ଙ୍କୁ ଯଦି କୌଣସି ଵ୍ୟକ୍ତି ଅର୍ଥର ସହଯୋଗ ହାତ ବଢ଼ାଇଲେ ସେ ନିଜେ ପାଠ ପଢିବା ସହ, ତାଙ୍କର ରଗିଣା ବାପା ମଧ୍ୟ ଭଲ ହୋଇପାରିବେ । ତୁରନ୍ତ ଏହି ମେଧାବୀ ଛାତ୍ର ଅକ୍ଷ ମହାଳିକ ଓ ତାଙ୍କର ରୋଗୀନା ବାପା ଙ୍କୁ ସରକାରୀ ସହାୟତା କଲେ ଅକ୍ଷ ମହାଳିକ ପାଠ ପଢିବା ସହ ବାପାଙ୍କୁ ଭଲ କରିବା ପାଇଁ ପ୍ରଶାସନ କୁ ହେଉଛି ଦାବି ।