ନୂତନ ଆୟପ୍ପା ମନ୍ଦିର ପ୍ରତିଷ୍ଠା ଆରମ୍ଭ

0
95
ନୂତନ ଆୟପ୍ପା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୬) : ନୂତନ ଆୟପ୍ପା ମନ୍ଦିର ପ୍ରତିଷ୍ଠା ଆରମ୍ଭ । ଗଜପତି ଜିଲ୍ଲା ର କାଶୀନଗର ଆନ୍ଧ୍ର ର ପୁରା ସୀମା କୁ ଲାଗି ରହିଛି, ଏଠାରେ ପ୍ରତ୍ୟେକ ବର୍ଷ ଶହ ଶହ ଆୟପ୍ପା ବ୍ରତ ଧରି ନିଜର ମାନସିକ ରଖିଥାନ୍ତି ।

ନୂତନ ଆୟପ୍ପା ମନ୍ଦିର ପ୍ରତିଷ୍ଠା ହେଲେ ଆୟପ୍ପା ବ୍ରତ କଲେ କୌଣସି ଏକ ମନ୍ଦିର ରେ ଗୁରୁ ସ୍ୱାମୀ ଙ୍କ ଜରିଆରେ ମାଳ ଧାରଣା କରାଯାଉଥିଲା, ବର୍ତମାନ ଏହି ବ୍ରତ ଧାରୀଙ୍କ ଏକ ବଡ଼ ସ୍ଵପ୍ନ ପୂରଣ ହେବାକୁ ଯାଉଛି । ବିଧାୟକ ଓ ସାଂସଦ ଙ୍କ ହାତ ପାଣ୍ଠି ବ୍ୟତୀତ ଲୋକ ମାନଙ୍କ ସହଯୋଗ ରେ କାଶୀନଗର ବଂଶଧରା ତଟ ରେ ଏକ ଭବ୍ୟ ମନ୍ଦିର ର ପ୍ରତିଷ୍ଠା କାର୍ଯ୍ୟ ର ଶୁଭାରମ୍ଭ ହୋଇଛି । ଏହି ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ ତିନିଦିନ ଧାରୀ ଚାଲିବ ବୋଲି କାଶୀନଗର ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଉପାଧ୍ୟକ୍ଷ୍ୟ ଶ୍ରୀ କରିକାନା ମୁକୁନ୍ଦ ରାଓ ଙ୍କ ଉଦ୍ୟମ ଫଳରେ ଏହା ସାକାର ହେବାକୁ ଯାଉଛି । ଆଜି ସକାଳ ୭ ଟା ରେ ସ୍ୟାପ୍ପା ଙ୍କ ମୃଣ୍ମୟ ମୂର୍ତ୍ତୀ କୁ ବଂଶଧରା ନଦୀ ରେ ହଳଦୀ ଲଗାଇ ସ୍ନାନ କରାଇ ଗ୍ରାମ ପରିକ୍ରମା କରାଇ ଯଜ୍ଞ୍ୟ ବେଦୀ ରେ ଆୟ୍ୟପାଙ୍କୁ ହୋମ ଯଜ୍ଞ କରି ମୂର୍ତ୍ତୀ ର ପ୍ରତିଷ୍ଠା କରାଯିବ ।