ବାହାନଗା ଟ୍ରେନ ଦୁର୍ଘଟଣା ରେ ଆମ୍ବେଦକର ଯୁବ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି

3
178
ପକ୍ଷରୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୯/୬) : ଗତ ୨ ତାରିଖ ରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ଦୁର୍ଘଟଣା ରେ ମୃତ ବ୍ୟକ୍ତି ଙ୍କ ଆତ୍ମାର ସଦଗତି କାମନା କରି କାଶୀନଗର ଆମ୍ବେଦକର ଯୁବ ସେନା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

ସିର୍ଲା ମୁରଲୀ କ୍ରିଷ୍ଣା, ଟି. କ୍ରିଷ୍ଣା, ଜି. ମଧୁ ଙ୍କ ନେତୃତ୍ୱରେ ଏକ କେଣ୍ଡାଲ ରାଲି ହୋଇଥିଲା, ସମସ୍ତ ମୃତ ଓ ଆହତ ବ୍ୟକ୍ତି ଙ୍କ ସଦଗତି ଓ ଆସୁ ଆରୋଗ୍ୟ କାମନା କରିଥିଲେ । ସେହିଭଳି କାଶୀନଗର ଗଜପତି ପାଠାଗାର ଓ ବଂଶଧରା ପାଠାଗାର ରେ ମଧ୍ୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି ।

3 COMMENTS

Comments are closed.