କାଶୀନଗର ମଦନ ମୋହନ ମନ୍ଦିରରେ ନରସିଂହ ଚତୁର୍ଥୀ ଓ ଗୀତା ଜୟନ୍ତୀ ପାଳିତ

0
144
ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୪/୫) : ଗଜପତି ଜିଲ୍ଲା କାଶୀନଗର ମଦନ ମୋହନ ମନ୍ଦିର ପ୍ରାଙ୍ଗଣ ରେ ନରସିଂହ ଚତୁର୍ଥୀ ଓ ଗୀତା ଜୟନ୍ତୀ ମହାସମାରୋହ ରେ ପାଳିତ ହେଉଛି ।

ଆଜି ନାରସିଂହ ଚତୁର୍ଥୀ ଅବସର ରେ ମଦନ ମୋହନ ମନ୍ଦିର ରେ ସୁଦୂର ରାୟଗଡା ଜିଲ୍ଲା ପଦ୍ମପୁର ର ଯୋଜମାନ ଶ୍ରୀ ଜଗଦୀଶ ମିଶ୍ର ଙ୍କ ପରିବାର ତରଫରୁ ଗୀତା ପାରାୟଣ ଓ ଯଜ୍ଞ ଅନୁଷ୍ଠିତ ହେଉଛି । ବହୁ ଭକ୍ତ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି । ଶ୍ରୀ ଲିଟୁ ପାତ୍ର, ମଣ୍ଟୁ ପାତ୍ର, ଜଗଦୀଶ ପାତ୍ର, ସିଧୁ ମହାପାତ୍ର, ପଞ୍ଚାନନ, ରବି ପଣ୍ଡା ଗଗନ ନାୟକ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଛନ୍ତି ।