ରଶି ଦେଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

0
80
କାରଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୧୬/୦୬) : ଟାଙ୍ଗୀ ଥାନା ମାନପୁର ପାଟଣାରେ ଅଘଟଣ । ବନ୍ଦ ଘରେ ଦମ୍ପତି ଙ୍କ ରଶି ଦେଇ ଆତ୍ମହତ୍ୟା । ମୃତ ଦମ୍ପତି ହେଲେ ଦୁର୍ଗାଚରଣ ପ୍ରୁଷ୍ଟି ଓ ମାମିନା ପ୍ରୁଷ୍ଟି ।

ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଖବର ପାଇ କବାଟ ଭାଙ୍ଗି ଅତିରିକ୍ତ ତହସିଲ ଦାରଙ୍କ ଉପସ୍ଥିତିରେ ପୋଲିସ୍ ଶବ ଜବତ କରିଛି। ଅଧିକ ଅନୁସନ୍ଧାନ ପାଇଁ ଫରେନସିକ୍ ଟିମ୍ ଆସିବାକୁ ପୋଲିସ୍ କରିଛି ଅନୁରୋଧ ।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କେଉଁ କାରଣ ପାଇଁ ଦମ୍ପତ୍ତି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ । ଏ କବର ପରେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି ।