1. Best News : ସ୍ୱାଧୀନତା ଦିବସ, ମୁନିଗୁଡା କଂଗ୍ରେସ ଭବନ ଠାରେ ପାଳନ

0
58
ସ୍ୱାଧୀନତା

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୫/୮) : ମୁନିଗୁଡା କଂଗ୍ରେସ ଭବନ ଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା ।

ସ୍ବାଧୀନତା ଦିବସରେ ମହେଶ ନାର୍ଷୁ, ନାରାୟଣ ନାଗ, ଭାଗ୍ୟରଥୀ ନାଗ, କେଶବ ସାହୁକାର ସୁବଳ ନାଗ ସତ୍ୟନାରାୟଣ ବେହେରା, ରମେଶ ପଲକା, ମାନସ ରଞ୍ଜନ ବେହେରା, ଆନନ୍ଦ ବେହେରା ଲାଡୀ ଗୌରୀ, ଶିବପ୍ରସାଦ ବାଗ, ସଭାପତି ନୀଳାମ୍ବର ଭିବାର ମାଳିନୀ ଚିତରଞ୍ଜନ, ସୁରେସ କୁସୁଲିଆ, ଏବଂ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ