1. Best Awareness: ଦଶମ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

0
62
ଦଶମ ଶାରୀରିକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୯) : ଦଶମ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଜିଲ୍ଲା ଶିକ୍ଷାଧିକାରଙ୍କ ସମ୍ବିଳନୀ କକ୍ଷଠାରେ ଅନୁଷ୍ଠିତ ।

ଦଶମ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ : ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ , ମଞ୍ଜୁଲତା ଭୋଇ , ଅତିରିକ୍ତ ଶିକ୍ଷାଧିକାର ଶାନ୍ତନୁ କୁମ୍ଭକାର , ବିନିକା ଓ ବିରମହାରାଜପୁର ବ୍ଳକ ଶିକ୍ଷା ଅଧିକାରୀ , ଅବସର ପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସଚାରୁ ବାଳ ଦେବୀ ଉପସ୍ଥିତ ଥିବାବେଳେ ବିଭିନ୍ନ ବିଦ୍ୟାଳୟ ର ଶାରୀରିକ ଶିକ୍ଷକ ଉପସ୍ଥିତ ଥିଲେ । ଶାରିରୀକ ଶିକ୍ଷା ପ୍ରଶିକ୍ଷଣ ଦ୍ବାରା ମନ ଓ ସରିର ଏକାଗ୍ରତା ଚିତ୍ତ ହୋଇ ସୁସ୍ଥ ରହିଥାଏ ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାସଣରେ ମତବ୍ୟକ୍ତ କରିଥିଲେ ଏହି ସଭାକୁ ସଞ୍ଜିବ ସାହୁ ପରିଚାଳନା କରଥିଲେ ।